ସାଉଥମ୍ପଟନ୍: କ୍ରିକେଟ ବିଶ୍ବକପ ୨୦୧୯ର ୨୮ତମ ମ୍ୟାଚ ଶନିବାର ଇଂଲଣ୍ଡର ସାଉଥମ୍ପଟନର ହାମ୍ପସାୟାର ବାଉଲ୍ ଷ୍ଟାଡିୟମରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏକଦିବସୀୟ କ୍ରିକେଟରେ ପୂର୍ବରୁ ମାତ୍ର ଦୁଇ ଥର ମୁହାଁମୁହିଁ ହୋଇଥିବା ଏହି ଦୁଇ ଏସୀୟ ରାଷ୍ଟ୍ର ବିଶ୍ବକପରେ ପ୍ରଥମ ଥର ଲାଗି ଭେଟାଭେଟି ହେଉଛନ୍ତି ।
କ୍ରିକେଟ ବିଶ୍ବକପ୍ : ଭାରତ-ଆଫଗାନିସ୍ତାନ ମୁକାବିଲା , ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
Popular Categories



