nua o banner

ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ

BJD Bijuli 480×75 Mob

ଜଗତସିଂହପୁର : ଜଗତସିଂହପୁରସ୍ଥିତ ମୁଖ୍ୟ ବଜାରରେ ଥିବା ଏକ ଏଟିଏମରୁ ସୋମବାର ଲୁଟ ଉଦ୍ୟମ ହୋଇଛି। ରଶ୍ମି ସିନେମା ହଲ ନିକଟରେ ଥିବା ୟୁନାଇଟେଡ଼ ବ୍ୟାଙ୍କର ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ ହୋଇଛି। ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ସିସିଟିଭି ନେଇଯିବା ସହ ଦୁର୍ବୃତ୍ତମାନେ ଏଟିଏମ ଭାଙ୍ଗି ଦେଇଛନ୍ତି। ଲୁଟ ବାବଦକୁ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.