www.samajalive.in
Sunday, December 7, 2025
23.1 C
Bhubaneswar

କ୍ରିକେଟ ବିଶ୍ୱକପ୍‍ : ଶ୍ରୀଲଙ୍କା ୧୩୬ରନରେ ଅଲଆଉଟ୍‍

କାର୍ଡିଫ : ୨୦୧୯ କ୍ରିକେଟ ବିଶ୍ବକପ୍ ରେ ଶନିବାରର ପ୍ରଥମ ମ୍ୟାଚ ଇଂଲଣ୍ଡର କାର୍ଡିଫ ଠାରେ ନ୍ୟୁଜିଳାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଆରମ୍ଭ ହୋଇଛି । ନ୍ୟୁଜିଳାଣ୍ଡ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନ୍ୟୁଜିଲାଣ୍ଡର ବୋଲିଂ ଆଗରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ୟ୍ୟୟ ଘଟିଛି। ପ୍ରଥମେ ବ୍ୟାଟିଙ୍ଗ କରି ଶ୍ରୀଲଙ୍କା ୨୯ଓଭର ୨ଟି ବଲ ଖେଳି ମାତ୍ର ୧୩୬ରନ କରି ତାର ସମସ୍ଥ ୱିକେଟ୍ ହରାଇଛି।

ଶ୍ରୀଲଙ୍କା ସ୍କୋରବୋର୍ଡ

- Advertisement -

ଲାହିରୁ ଥିରମାନେ: ଏଲବିଡବ୍ଡୁ-ହେନରୀ, ୪ ରନ୍‌, ୨ ବଲ, ୧ ଚୌକା
ଦିମୁଥ କରୁଣାରତ୍ନେ: ଅପରାଜିତ ୫୨ ରନ୍‌, ୮୪ ବଲ, ୪ ଚୌକା
କୁଶାଲ ପେରେରା: କ-ଗ୍ରାଣ୍ଡହୋମ୍‌-ବୋ-ହେନରୀ, ୨୯ ରନ୍‌, ୨୪ ବଲ, ୪ ଚୌକା
କୁଶାଲ ମେଣ୍ଡିସ: କ-ଗୁପଟିଲ-ବୋ-ହେନରୀ, ୦ ରନ୍‌, ୧ ବଲ୍‌
ଧନଂଜୟ ଡିସଲଭା: ଏଲବିଡବ୍ଲୁ-ଲକି ଫରଗୁସନ୍‌, ୪ ରନ୍‌, ୧୩ ବଲ, ୧ ଚୌକା
ଆଂଜେଲୋ ମ୍ୟାଥୁସ୍‌: କ-ଲାଥାମ-ବୋ-ଗ୍ରାଣ୍ଡହୋମ୍‌, ୦ ରନ୍‌, ୯ ବଲ୍‌
ଜୀବନ ମେଣ୍ଡିସ: କ-ନୀଶମ-ବୋ-ଫରଗୁସନ୍‌, ୧ ରନ୍‌, ୪ ବଲ୍‌
ଥିରସା ପେରେରା: କ-ବୋଲଟ୍‌-ବୋ-ସଣ୍ଟନର, ୨୭ ରନ୍‌, ୨୩ ବଲ, ୨ ଛକା
ଇସୁରୁ ଉଡାନ: କ-ହେନରୀ-ବୋ-ନୀଶମ, ୦ ରନ୍‌, ୨୩ ବଲ
ସୁରଂଗା ଲକମଲ: କ-ସଣ୍ଟନର-ବୋ-ବୋଲ୍ଟ, ୭ ରନ, ୧୩ ବଲ, ୧ ଚୌକା
ଲାସିଥ ମାଲିଂଗା: ବୋ-ଫରଗୁସନ୍‌, ୧ ରନ୍‌, ୨ ବଲ୍‌

ଅତିରିକ୍ତ: ୧୧ ରନ୍‌ (ବାଏ ୧, ଓ୍ଵାଇଡ ୮, ନୋ ୨)
ମୋଟ୍‌: ୧୩୬ ରନ୍‌ (୧୦ ଓ୍ଵିକେଟ୍‌, ୨୯.୨ ଓଭର)

ଶନିବାର ୨ଟି ମ୍ୟାଚ ଅନୁଷ୍ଠିତ ହେଉଛି। ଇଂଲଣ୍ଡର ଷ୍ଟଲଠାରେ ସନ୍ଧ୍ୟା ୬ଟାରେ ଆଫଗାନିସ୍ଥାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶନିବାରର ଦ୍ବିତୀୟ ମ୍ୟାଚ ଆରମ୍ଭ ହେବ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories