ଶିକ୍ଷା ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢଉ

0

ବ୍ରହ୍ମପୁର: ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ଦଳେଇଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୩ ଜଣିଆ ଟିମ୍ ଏହି ଚଢଉ କରିଛନ୍ତି । ଯୁଧିଷ୍ଠିରଙ୍କ ବାସଭବନ ସମେତ କାର୍ଯ୍ୟାଳୟ ଜନ୍ମସ୍ଥାନ ନନ୍ଦିଆଗଗଡ଼ା, ହିଞ୍ଜିଳି ବାସଭବନ, ଧରାକୋଟସ୍ଥିତ ଅଫିସ ଏବଂ ବ୍ରହ୍ମପୁରସ୍ଥିତ ସମ୍ପର୍କୀୟ ଘରେ ଏକକାଳୀନ ଚଢ଼ାଉ କରାଯାଉଛି ।

Leave A Reply