www.samajalive.in
Tuesday, December 9, 2025
15.1 C
Bhubaneswar

ଫନି ପ୍ରଭାବରେ ଶ୍ରୀମନ୍ଦିର କ୍ଷତିଗ୍ରସ୍ତ

ପୁରୀ/ଭୁବନେଶ୍ୱର .- ଫନି ପ୍ରଭାବରେ ଶ୍ରୀମନ୍ଦିର କ୍ଷତି ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ନୀଳଚକ୍ର ନିକଟକୁ ଯିବାପାଇଁ ମନ୍ଦିର ଉପରେ ଲାଗିଥିବା ଲୁହାଭାରା ଖସି ପଡିଛି ।  ଲୁହା ଭାରା ଖସି ଶ୍ରୀମନ୍ଦିର ଭିତର ବେଢାର ଉତ୍ତର ପାର୍ଶ୍ୱରେ ପଡିଥିଲା । ଲୁହ ପାଇପ ମାଡ ହୋଇ ଅନେକ କାରୁକାର୍ଯ୍ୟ ନଷ୍ଟ ହୋଇଛି ।
ଶ୍ରୀମନ୍ଦିର ମଧ୍ୟରେ ଥିବା ବଗିଚା ବା ଉପବନ କ୍ଷତିଗ୍ରସ୍ତ ହୋଇଛି । ଅନେକ ବଟ ବୃକ୍ଷ ମଧ୍ୟ କ୍ଷତି ଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories