ଗୁଣି ସନ୍ଦେହରେ ଦମ୍ପତିଙ୍କୁ ମାଡ଼ ଅଭିଯୋଗ

ବାରିପଦା : ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ବାଲିଖଣି ଗ୍ରାମରେ ଗୁଣି ସନ୍ଦେହରେ ଦମ୍ପତିଙ୍କୁ ଘରୁ ଡାକିଆଣି କିଛି ଦୁର୍ବୃତ୍ତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ୫ଜଣଙ୍କ ନାମରେ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି।

Comments are closed.