୧୭ଦିନରେ ୨୧ଥର ଅନୁପ୍ରବେଶ କରିଛି ଚୀନ ସେନା

0

ନୂଆଦିଲ୍ଲୀ : କିଛି ମାସର ନିରବତା ପରେ ଚୀନ ସେନା ସୀମାନ୍ତରେ ପୁଣିଥରେ ତାର ବଦମାସୀ ଆରମ୍ଭ କରିଛି। ଚୀନ ସେନା ନିୟମିତ ଭାବେ ଭାରତ ସୀମାକୁ ଅନୁପ୍ରବେଶ କରିବା ପୂର୍ବକ ନିଜର ସାମରିକ ଭିତ୍ତିଭୂମି ନିର୍ମାଣ କରିବା ଚଳାଇଛି। ଆଇଟିବିପିର ରିପୋର୍ଟ ଅନୁଯାୟୀ ଚୀନ ସେନା ୧୭ଦିନରେ ଭାରତ ସୀମା ମଧ୍ୟକୁ ୨୧ଥର ଅନୁପ୍ରବେଶ କରିଛି। ଗୃହ ମନ୍ତ୍ରଣାଳୟକୁ ଆଇଟିବିପି ଦେଇଥିବା ଗୁପ୍ତ ରିପୋର୍ଟରୁ ଏହା ଜଣାପଡିଛି।

Leave A Reply