www.samajalive.in
Tuesday, December 9, 2025
23.1 C
Bhubaneswar

ଭାଇସ୍‌ ଆଡମିରାଲ କରମବୀର ସିଂ ହେବେ ପରବର୍ତ୍ତୀ ନୌସେନା ମୁଖ୍ୟ

ନୂଆଦିଲ୍ଲୀ ..- ଭାଇସ୍‌ ଆଡମିରାଲ କରମବୀର ସିଂ ପରବର୍ତ୍ତୀ ନୌସେନା ମୁଖ୍ୟ ହେବେ । ଆଡମିରାଲ ସୁନୀଲ ଲାମ୍ବାଙ୍କର କାର୍ଯ୍ୟକାଳ ଶେଷ  ହେଉଥିବାରୁ ସେ ତାଙ୍କଠାରୁ ଦାୟୀତ୍ୱ ଗ୍ରହଣ କରିବେ । ମେ ୩୧ ତାରିଖରେ ସୁନୀଲ ଲାମ୍ବା ଅବସର ଗ୍ରହଣ କରିବେ ।

ଭାଇସ୍‌ ଆଡମିରାଲ କରମବୀର ସିଂ ୧୯୮୦ ରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ । ତାଙ୍କୁ ଉଲ୍ଲଖନୀୟ ସଫଳତା ପାଇଁ ଅତି ବିଶିଷ୍ଟ  ସେବା ମେଡାଲ  ଓ ପରମ ବିଶିଷ୍ଟ ସେବା ମେଡାଲ ମିଳିଛି ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories