www.samajalive.in
Monday, December 15, 2025
27.1 C
Bhubaneswar

କୃଷକ ଓ ଜବାନମାନଙ୍କ ହାତରେ ଆମ ଦେଶ ନିରାପଦ – ପ୍ରଧାନମନ୍ତ୍ରୀ

ଗୁଜୁରାଟ: କୃଷକ ଓ ଜବାନମାନେ ଆମକୁ ଖାଦ୍ୟ ଓ ନିରାପତ୍ତା ଯୋଗାଉଥିବାରୁ ସେମାନଙ୍କ ହାତରେ ଆମ ଦେଶ ନିରାପଦରେ ରହିଛି। ଗୁଜୁରାଟ ଗାନ୍ଧୀନଗର ଜିଲ୍ଲାର ଅଦାଲଜଠାରେ ଅନ୍ନପୂର୍ଣ୍ଣାଧାମ ମନ୍ଦିର ପରିସରରେ ସମବେତ ଜନତାଙ୍କୁ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଧାର୍ମିକ, ସାଂସ୍କୃତିକ ଓ ସାମୁଦାୟିକ ପ୍ରତିଷ୍ଠାନଗୁଡ଼ିକ ସାମାଜିକ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଅନ୍ନପୂର୍ଣ୍ଣାଧାମ ଭଳି ଧାର୍ମିକ କେନ୍ଦ୍ରଗୁଡ଼ିକ ସାଂସ୍କୃତିକ ଓ ଶିକ୍ଷା କେନ୍ଦ୍ରଭାବେ ପ୍ରତିଷ୍ଠା ଲାଭ କରିବା ଅତି ଆନନ୍ଦର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ସମାଜରେ ସମସ୍ତଙ୍କର ସମୃଦ୍ଧି ଓ ସମାନତା ଆଣିବା ଦିଗରେ ତାହା ଗୁରୁତ୍ୱ ବହନ କରୁଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଅନ୍ନପୂର୍ଣ୍ଣା ମଠ ପରିସରରେ ଶିକ୍ଷା ଭବନ ଓ ବିଦ୍ୟାର୍ଥୀ ଭବନର ଶିଳାନ୍ୟାସ କରିଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories