www.samajalive.in
Sunday, December 14, 2025
19.1 C
Bhubaneswar

ଟି ସେତୁରୁ ବାଇକ ଓ ମଦ ଜବତ: ୨ଜଣ ଗିରଫ 

କଳାପଥର: ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ  ଟି ସେତୁ ଠାରେ  ପୋଲିସ ଚଢାଉ କରି ୧୫୦ ଲିଟର ଦେଶୀ  ମଦ  ସହ ୨ଟି ବାଇକ  ଜବତ୍ କରିଛି । ଏଥିରେ ସଂପୃକ୍ତ ଥିବା  ବାଙ୍କୀ ସରଣ୍ଡା ଫାଣ୍ଡି ଅନ୍ତର୍ଗତ ମାଳବିହାରପୁର ଗ୍ରାମର ପ୍ରଭାକର ସାହୁ, ଅନ୍ୟ ଜଣକ ସେହି ଗ୍ରାମର ତପନ ନାୟକଙ୍କୁ ଗିରଫ କରିଛି ପୋଲିସ ।
ଗିରଫ ଦୁଇ ଜଣଙ୍କୁ ସୋମବାର  ଦିନ ବାଙ୍କୀ କୋର୍ଟକୁ ଚାଲାଣ  କରାଯାଇଥିବା ବୈଦ୍ୟେଶ୍ୱର ଥାନା ଆଇ ଆଇ ସି ସଞ୍ଜୟ କୁମାର ଜେନା ସୂଚନା ଦେଇଛନ୍ତି  । ଯୁବକ ଦୁଇଜଣ ବାଇକ ଏବଂ ସ୍କୁଟି ଯୋଗେ ୧୦ ବ୍ଲାଡ଼ର  ଦେଶୀ ମଦ ଧରି  ବଡ଼ମ୍ବା ପଟରୁ ଆସି ବୈଦ୍ୟେଶ୍ୱର ଦେଇ ଖୋର୍ଦ୍ଧା ଜିଲ୍ଲାର  ବାଘମାରୀକୁ ଯାଉଥିବା ସମୟରେ  ପୋଲିସ ହାତରେ ଧରାପଡିଥିଲେ । ସେମାନେ ଦୀର୍ଘ ବର୍ଷ ଧରି ଚୋରା ରନ୍ଧା ଦେଶୀ ମଦ ବ୍ୟବସାୟ ଚଳାଇ ଆସୁଥିବା ପୁଲିସ ସୂଚନା ଦେଇଛି ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories