କଟକ : କଟକରେ ଗଣେଶ ପୂଜାରେ ଘଟିଛି ଅଘଟଣ । କଟକ ରେଲୱେ ଷ୍ଟେସନରେ ଭୁଶୁଡିଲା ନିର୍ମାଣାଧୀନ ଛାତ । ପ୍ଲାର୍ଟଫର୍ମ ୧ରେ ଭୁଶୁଡି ପଡିଛି ଛାତ । ଆରପିଏଫ ପୁଲିସ, ରେଲୱେ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଲୋକେ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡିଥିଲେ । ତେବେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଉପର ସେଡ୍ର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡିଛି। ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇଛି କି ନାହିଁ ସ୍ପଷ୍ଟତା ମିଳିନାହିଁ ।
ଦୁଃଖଦ, ହୃଦୟବିଦାରକ.. ଏଥିପାଇଁ ୩ ବର୍ଷର ଶିଶୁପୁତ୍ରକୁ ହତ୍ୟା କରି ଆତ୍ମହତ୍ୟା କଲେ ପତି-ପତ୍ନୀ



