www.samajalive.in
Sunday, December 14, 2025
23.1 C
Bhubaneswar

ଲୁହା ଗ୍ରୀଲ୍‌ ଉପରେ ପଡି ଲଟକି ରହିଲେ ନାବାଳକ

ରାୟଗଡା : ରାୟଗଡା ଜିଲା ପୁରୁଣା ଗୁଣୁପୁର ଆଶ୍ରମ ସ୍କୁଲରେ ଗଣେଶ ପୂଜାରେ ଘଟିଛି ଅଘଟଣ । ପୂଜା ପାଇଁ ଆସିଥିବା ବେଳେ ଜଣେ ନାବାଳକ ଅଘଟଣର ଶିକାର ହୋଇଛନ୍ତି । ନାବାଳକ ଜଣକ ଛାତରୁ ଖସି ଲୁହା ଗ୍ରୀଲ୍‌ ଉପରେ ପଡି ପ୍ରାୟ ଏକ ଘଣ୍ଟା ଲଟକି ରହିଥିଲେ। ଖବର ପାଇ ଅଗ୍ନିଶମକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ର ଜଣକୁ ଉଦ୍ଧାର କରିଥିଲେ । ଛାତ୍ର ଜଣକ ୩ୟ ଶ୍ରେଣୀରେ ପଢୁଥିବା ଜଣାପଡିଛି । ଲୁହା ଗ୍ରୀଲ୍‌ରେ ମୁନିଆ ଛଡ ଛାତ୍ରଙ୍କ ଜଙ୍ଘରେ ପଶି ରହିଥିଲା । ଉଦ୍ଧାର ପରେ ଛାତ୍ରଙ୍କ ଚିକିତ୍ସା ଜାରି ରହିଛି। ପୁଲିସ ତଦନ୍ତ କରୁଛି।

ଦୁଃଖଦ, ହୃଦୟବିଦାରକ.. ଏଥିପାଇଁ ୩ ବର୍ଷର ଶିଶୁପୁତ୍ରକୁ ହତ୍ୟା କରି ଆତ୍ମହତ୍ୟା କଲେ ପତି-ପତ୍ନୀ

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories