ଦୁଃଖଦ, ହୃଦୟବିଦାରକ.. ଏଥିପାଇଁ ୩ ବର୍ଷର ଶିଶୁପୁତ୍ରକୁ ହତ୍ୟା କରି ଆତ୍ମହତ୍ୟା କଲେ ପତି-ପତ୍ନୀ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଶାହଜହାଁପୁରରେ କୁନି ଶିଶୁକୁ ହତ୍ୟା ପରେ ଆତ୍ମହତ୍ୟାର ଏକ ଘଟଣା ହଇଚଇ ସୃଷ୍ଟି କରିଛି । କରଜରେ ବୁଡି ରହିଥିବା ଜଣେ ବ୍ୟବସାୟୀ ଓ ତାଙ୍କ ପତ୍ନୀ ଏଭଳି ଚରମ ପଦକ୍ଷେପ ନେଇଛନ୍ତି । ପତି-ପତ୍ନୀ ପ୍ରଥମେ ନିଜ ୩ ବର୍ଷର କୁନି ଶିଶୁ ପୁତ୍ରକୁ ବିଷ ଦେଇ ହତ୍ୟା କରିବା ପରେ ଉଭୟ ଫାଶୀ ଦେଇ ଜୀବନ ହାରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା … Continue reading ଦୁଃଖଦ, ହୃଦୟବିଦାରକ.. ଏଥିପାଇଁ ୩ ବର୍ଷର ଶିଶୁପୁତ୍ରକୁ ହତ୍ୟା କରି ଆତ୍ମହତ୍ୟା କଲେ ପତି-ପତ୍ନୀ