BJD Bijuli 480×75 Mob

ଯୁବତୀଙ୍କୁ ହାଣିବା ପରେ ନିଜକୁ ହାଣିଲା ଯୁବକ

BJD Bijuli 480×75 Mob
0

ଯାଜପୁର : ଯୁବତୀଙ୍କୁ ହାଣିବା ପରେ ନିଜକୁ ଜଣେ ଯୁବକ ହାଣି ଦେଇଛି। ଏପରି ଘଟଣା ଯାଜପୁର ଜିଲା ନିକଟରେ ଘଟିଛି। ତେବେ ଏକ ତରଫା ପ୍ରେମକୁ ନେଇ ଯୁବକ ଜଣକ ଯୁବତୀଙ୍କୁ ଭୁଜାଲିରେ ହାଣି ଦେଇଥିବା କୁହାଯାଉଛି। ଯୁବତୀଙ୍କୁ ମନ୍ଦିର ନିକଟକୁ ଡାକି ଯୁବକ ଏପରି କାଣ୍ଡ କରିଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଅବସ୍ଥାରେ ଆକ୍ରମଣକାରୀ ଯୁବକକୁ ଧର୍ମଶାଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଧର୍ମଶାଳା ଥାନାରେ ଅଭିଯୋଗ କରାଯାଇଛି।

Leave A Reply