www.samajalive.in
Monday, December 15, 2025
16.1 C
Bhubaneswar

ବଡ ଖୁସି ନେଇ ଆସୁଛି ଅଗଷ୍ଟ.. ଗ୍ରହଙ୍କ ମହାଚଳନ: ଧନର ଗଦିରେ ଶୋଇବେ ଏହି ରାଶି, ହଠାତ୍‌ ହେବେ କୋଟିପତି, ମିଳିବ ଏସବୁ ସଫଳତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷ ୨୦୨୫ର ଅଗଷ୍ଟ ମାସ ଆରମ୍ଭ ହେବାକୁ ଆଉ ୨ ଦିନ ବାକି । ଏହି ମାସରେ ଅନେକ ବଡ ବଡ ଗ୍ରହ ଚଳନ କରିବା ସହ ଅନେକ ଦୁର୍ଲ୍ଲଭ ଯୋଗ ସହ ରାଜଯୋଗ ସୃଷ୍ଟି ହେବ । ଅଗଷ୍ଟରେ ବୁଧ, ଶୁକ୍ର, ସୂର୍ଯ୍ୟ ଗ୍ରହଙ୍କ ଶୁଭ ସଂଯୋଗ ହେବାକୁ ଯାଉଛି । ଗ୍ରହଙ୍କ ରାଜା ସୂର୍ଯ୍ୟ ଗୋଠିଏ ବର୍ଷ ପରେ ସିଂହ ରାଶିରେ ଚଳନ କରିବେ । ଶୁକ୍ର ମଧ୍ୟ ରାଶି ପରିବର୍ତ୍ତନ କରିବେ ।

ଅଗଷ୍ଟରେ ଗ୍ରହଙ୍କ ଯାହା ସ୍ଥିତି ଓ ଯେଉଁ ଶୁଭ ଯୋଗ ରହିଛି, ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ମା’ଲକ୍ଷ୍ମୀଙ୍କ କୃପା ବର୍ଷିବ । ଏମାନଙ୍କୁ ହଠାତ୍‌ ଧନ ପ୍ରାପ୍ତି ସହ କୋଟିପତି ହେବେ । ଏମାନଙ୍କ ପାଇଁ ଅଗଷ୍ଟ ମାସ ସୌଭାଗ୍ୟଶାଳୀ ହେବ..

- Advertisement -

ବୃଷ- ଏହି ରାଶି ଅଗଷ୍ଟ ମାସରେ ମାଲାମାଲ୍‌ ହେବେ । ଶୁକ୍ରଙ୍କ ରାଶି ପରିବର୍ତ୍ତନ କାରଣରୁ ହଠାତ୍‌ ଧନ ମିଳିବ । ଅଟକି ଥିବା ଧନ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ମାନ-ସମ୍ମାନ ବୃଦ୍ଧି ହେବ ।

ମିଥୁନ- ଏହି ରାଶିଙ୍କୁ ଅନେକ କ୍ଷେତ୍ରରେ ସଫଳତା ମିଳିବ । କର୍ମକ୍ଷେତ୍ର ଓ ବ୍ୟବସାୟରେ ଉନ୍ନତି ହେବ । ନୂଆ ନୂଆ ସୁଯୋଗ ମିଳିବ, ହଠାତ୍‌ ଧନ ମିଳିବ । ସମୟ ଶୁଭଙ୍କର ।

ସିଂହ- ଏହି ରାଶିଙ୍କୁ ବଡ ଲାଭ ମିଳିବ । ଆୟରେ ବୃଦ୍ଧି ହେବ । ଟଙ୍କା ନିବେଶ କରିବାର ଯୋଜନା କରି ସଫଳତା ପାଇବେ । ଅଟକି ଥିବା କାମ ପୂରଣ ହେବ ।

ଧନୁ- ଆୟରେ ବୃଦ୍ଧି ହେବ । କାମରେ ସଫଳତା ମିଳିବ । ଲାଗି ରହିଥିବା ସମସ୍ୟା ଦୂର ହେବ ।

ଏହି ଦିନ ଆରମ୍ଭ ହେବ ଫ୍ଲିପକାର୍ଟରେ ଫ୍ରିଡମ୍‌ ସେଲ୍‌; ପାଇବେ ଜବରଦସ୍ତ ଅଫର୍‌

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories