ଏହି ଦିନ ଆରମ୍ଭ ହେବ ଫ୍ଲିପକାର୍ଟରେ ଫ୍ରିଡମ୍‌ ସେଲ୍‌; ପାଇବେ ଜବରଦସ୍ତ ଅଫର୍‌

ନୂଆଦିଲ୍ଲୀ : ଫ୍ଲିପକାର୍ଟରେ ଫ୍ରିଡମ୍‌ ସେଲ୍‌ ୨୦୨୫କୁ ନେଇ କମ୍ପାନୀ ଖୁସି ଖବର ଆଣିଛି । ଏହି ସେଲ୍‌ର ଆରମ୍ଭ ଅଗଷ୍ଟ ମାସରୁ ଆରମ୍ଭ ହେବ । ଏଥିରେ ପ୍ରତ୍ୟେକ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର୍‌ ମିଳିବ । ଏହି ସେଲ୍‌ ୧ ଅଗଷ୍ଟରୁ ଆରମ୍ଭ ହେବ । ଏଥିରେ ଆପଣଙ୍କୁ ଜବରଦସ୍ତ ଅଫର୍‌ ମିଳିବ । ଯଦି ଆପଣ ପ୍ଲସ୍‌ କିମ୍ବା ଭିଆଇପି ମେମ୍ବର ତେବେ ଆପଣ ଦିନକ ପୂର୍ବରୁ ସେଲ୍‌ର ସୁବିଧା ପାଇ ପାରିବେ । … Continue reading ଏହି ଦିନ ଆରମ୍ଭ ହେବ ଫ୍ଲିପକାର୍ଟରେ ଫ୍ରିଡମ୍‌ ସେଲ୍‌; ପାଇବେ ଜବରଦସ୍ତ ଅଫର୍‌