www.samajalive.in
Monday, December 15, 2025
15.1 C
Bhubaneswar

ଡିଜି କାର୍ଯ୍ୟାଳୟରେ ପୁଲିସ ସମନ୍ବୟ ବୈଠକ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ପୁଲିସର ପ୍ରସ୍ତୁତିକୁ ନେଇ ଡିଜି କାର୍ଯ୍ୟାଳୟରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଅନ୍ୟ ୫ଟି ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀ ସାମିଲ ହୋଇଛନ୍ତି । ଓଡିଶା ପୁଲିସ ସମେତ ଛତିଶଗଡ, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାର ବହୁ ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗ ଦେଇଛନ୍ତି । ବୈଠକରେ ନକ୍ସଲ ସମସ୍ୟା, ନିର୍ବାଚନ ବେଳେ ଅର୍ଥ କାରବାରକୁ ନେଇ ଆଲୋଚନା ହୋଇଛି । ଏହା ସହ ଅପରାଧ କାର୍ଯ୍ୟକଳାପ ରୋକିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।

- Advertisement -

ବୈଠକ ପରେ ଡିଜିପି ଆର.ପି ଶର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନିର୍ବାଚନ ପାଖେଇ ଆସୁଛି । ତେଣୁ ଆନ୍ତଃରାଜ୍ୟ ସହଯୋଗ ନିହାତି ଆବଶ୍ୟବ । ନକ୍ସଲ ହିଂସା ଘଟାଇପାରନ୍ତି, ତେଣୁ ସେହି ଦୃଷ୍ଟି କୋଣରୁ ସୁବ ରାଜ୍ୟ ଆଲର୍ଟ ରହିବା ଜରୁରୀ । ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ଓ ଜଏଣ୍ଟ ଅପରେସନକୁ ଡିଜିଙ୍କ ଗୁରୁତ୍ବ ବୋଲି ଆର.ପି ଶର୍ମା ଗଣମାଧ୍ୟମରେ କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories