www.samajalive.in
Tuesday, December 9, 2025
23.1 C
Bhubaneswar

ଭବିଷ୍ୟତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନ, ସମୟ ବାଛିବାକୁ ସେନାକୁ ଦିଆଯାଇଛି ଅନୁମତି: ପ୍ରଧାନମନ୍ତ୍ରୀ

ଝାନ୍‌ସୀ : ଜାମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ସେନାକୁ ଆବଶ୍ୟକ ସ୍ଥାନ ଓ ସମୟ ବାଛିବା ଲାଗି ଅନୁମତି ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପାକିସ୍ତାନର ନାମ ନ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପଡୋଶୀ ରାଷ୍ଟ୍ର ଅତ୍ୟନ୍ତ ହତୋତ୍ସାହିତ ହୋଇ ଏପରି କାଣ୍ଡ ଘଟାଇଛି। ଆକ୍ରମଣ ଘଟାଇଥିବା ପଡୋଶୀ ରାଷ୍ଟ୍ର ଏବେ ନିଜର ଦୈନିକ ଆବଶ୍ୟକତା ମେଣ୍ଟାଇବା ଲାଗି ଅନ୍ୟ ରାଷ୍ଟ୍ର ନିକଟରେ ହାତ ପତାଉଛି। ଶୁକ୍ରବାର ଉତ୍ତରପ୍ରଦେଶ ବୁଲନ୍ଦଖଣ୍ଡ ଅଞ୍ଚଳରେ ପ୍ରତିରକ୍ଷା କରିଡରର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀ ଜନସଭାକୁ ଏହା କହିଛନ୍ତି।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories