ଦିନ ୩ଟା ଯାଏଁ ଗୃହ ମୁଲତବି

0

ଭୁବନେଶ୍ବର: ବଜେଟ ଅଧିବେଶନର ୨ୟ ପର୍ୟ୍ୟାୟ ଦ୍ୱିତୀୟ ଦିନରେ ଗୃହ ଅଚଳ ରହିଛି । ମହାନଦୀ ପ୍ରସଙ୍ଗକୁ ନେଇ ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ହଟ୍ଟଗୋଳ କରିଥିଲା। ପରେ ବାଚସ୍ପତି ଗୃହକୁ ଦିନ ସାଢେ ଦିନ ୩ଟା ଯାଏଁ ମୁଲତବି ଘୋଷଣା କରିଥିଲେ । ଗୃହର ଗରିମା ନଷ୍ଟ ହେଉଥିବା ଅଭିଯୋଗ ଆଣି ବାଚସ୍ପତିଙ୍କ ପୋଡିୟମ ତଳେ  ଧାରଣାରେ ବସିଛି ବିଜେପି ।

Leave A Reply