www.samajalive.in
Sunday, December 14, 2025
17.1 C
Bhubaneswar

ଦେଖନ୍ତୁ ଭିଡିଓ ; ଢାବାକୁ ଆସିଥିଲେ ଭାରତୀୟ ସୈନ୍ୟ, ତା’ପରେ ହେଲା ଏମିତି..

ନୂଆଦିଲ୍ଲୀ : ଯେତେବେଳେ ଦେଶର ସୀମାରେ ଉତ୍ତେଜନା ଦେଖାଯାଏ, ସେତେବେଳେ ସୈନ୍ୟ ଦିନ-ରାତି ଦେଶବାସୀଙ୍କ ସୁରକ୍ଷା ପାଇଁ ଜାଗୃତ ହୋଇ ରହିଥାନ୍ତି । ନିକଟରେ ‘ଅପରେସନ୍‌ ସିନ୍ଦୂର’ର ସୈନ୍ୟ ଅଭିଯାନର ଶୁଭାରମ୍ଭ ହୋଇଛି ।
ଅପରେସନ୍‌ ଆରମ୍ଭ ହେବା ମାତ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ଦେଖାଯାଉଛି । ଭାରତର ଅନେକ ରାଜ୍ୟରେ ବ୍ଲାକ୍‌ ଆଉଟ ମଧ୍ୟ କରାଯାଇଛି । ନିକଟରେ ଉତ୍ତରପ୍ରଦେଶ ହାପୁର ଜିଲାରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା କୋଟି କୋଟି ଭାରତବାସୀଙ୍କ ହୃଦୟକୁ ବେଶ ଛୁଇଁଛି । ଏଠାରେ ସୈନ୍ୟଙ୍କୁ କିଛି ଭିନ୍ନ ଢଙ୍ଗରେ ସ୍ୱାଗତ କରାଯାଇଛି ।

- Advertisement -

ଭିଡିଓଟି ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଘଟଣାଟି ହାପୁରର ଏକ ଢାବାର ଦୃଶ୍ୟ । ସେନାର କିଛି ଯବାନ ଏଠାରେ ଦ୍ୱିପ୍ରହରର ଭୋଜନ କରିବାକୁ ଆସିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ଏହା ଜାଣି ସମ୍ମାନଜନକ ଏକ କାର୍ଯ୍ୟ କରିବାକୁ ସ୍ଥିିର କରିଥିଲେ । ସମସ୍ତ ଲୋକେ ଏକାଠି ହୋଇ ପ୍ରଥମେ ତାଳି ବଜାଇବାକୁ ଆରମ୍ଭ କରିଥିଲେ । ଏହାପରେ ଯବାନଙ୍କ ଉପରେ ଫୁଲ ବର୍ଷା କରିଥିଲେ । ଏହି ସମୟରେ ବାତାବରଣଟି ଗର୍ବ ଓ ଦେଶଭକ୍ତିରେ ଭରି ଯାଇଥିଲା । ଏହି ମନଛୁଆଁ ଦୃଶ୍ୟକୁ କେହି କ୍ୟାମେରାରେ କଏଦ କରିବା ପରେ ଏହା ଏବେ ବେଶ ଭାଇରାଲ୍‌ ହେଉଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

୫୦ ବର୍ଷ ପରେ ଶକ୍ତିଶାଳୀ ତ୍ରିଗ୍ରହୀ ଯୋଗ ; ଏହି ରାଶିଙ୍କୁ ମିଳିବ ଖାଲି ସଫଳତା, ହେବେ ମାଲାମାଲ୍‌, ବଢିବ ଦରମା..

ଆକାଶରୁ ନିଆଁ ବର୍ଷା ; ସକାଳ ସାଢେ ୮ଟା ସୁଦ୍ଧା ୩୫ ଡିଗ୍ରୀ ଟପିଲା

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories