ଆକାଶରୁ ନିଆଁ ବର୍ଷା ; ସକାଳ ସାଢେ ୮ଟା ସୁଦ୍ଧା ୩୫ ଡିଗ୍ରୀ ଟପିଲା

ଭୁବନେଶ୍ୱର : ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ । ଅସହ୍ୟ ଖରା ଓ ଗରମ କାରଣରୁ ଛଟପଟ ହେଉଛନ୍ତି ରାଜ୍ୟବାସୀ । ସୋମବାର ସକାଳ ସାଢେ ୮ଟା ସୁଦ୍ଧା ଝାରସୁଗୁଡା ୩୫ ଡିଗ୍ରୀ ଟପିଛି । ସମ୍ବଲପୁର ୩୪,୪, ହୀରାକୁଦ ୩୪.୪, ରାଉରକେଲା ୩୩.୬, ଚାନ୍ଦବାଲି ୩୨.୬, ପୁରୀ ୩୨.୬, ଭୁବନେଶ୍ୱର ୩୨.୪, ବାଲେଶ୍ୱର ଓ କେନ୍ଦୁଝର ୩୨.୨ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଛି । ଏହାସହ ଖରା ଓ ଗରମ ସହ ଅନେକ … Continue reading ଆକାଶରୁ ନିଆଁ ବର୍ଷା ; ସକାଳ ସାଢେ ୮ଟା ସୁଦ୍ଧା ୩୫ ଡିଗ୍ରୀ ଟପିଲା