www.samajalive.in
Sunday, December 7, 2025
26.1 C
Bhubaneswar

ନିଜ ଘରେ ବି ଅସୁରକ୍ଷିତ ପାକିସ୍ତାନ: ଆତ୍ମଘାତୀ ବିସ୍ଫୋରଣରେ ୨ ପୁଲିସ କର୍ମୀ ମୃତ

ଇସଲାମାବାଦ: ଭାରତ ସହ ଚାରି ଦିନର ସଂଘର୍ଷ ପରେ ନତମସ୍ତକ କରିଥିବା ପାକିସ୍ତାନ ନିଜ ଘରେ ମଧ୍ୟ ଆକ୍ରମଣର ଶିକାର ହେଉଛି। ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ରାଜଧାନୀ ପେଶାୱରରେ ରବିବାର ରାତିରେ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।

ଏସଏସପି ମାସୁଦ ବଙ୍ଗଶଙ୍କ ସୂଚନା ଅନୁସାରେ, ଚମକନି ଥାନା ଅନ୍ତର୍ଗତ ରିଙ୍ଗ ରୋଡରେ ଅବସ୍ଥିତ ପଶୁ ବଜାର ନିକଟରେ ପୁଲିସ ମୋବାଇଲ୍ ଭ୍ୟାନ୍‌କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା। ଯେଉଁଥିରେ ବିସ୍ଫୋରଣକାରୀ ପୁଲିସ ଗାଡ଼ି ନିକଟରେ ନିଜକୁ ଉଡ଼ାଇ ଦେଇଥିଲା।

- Advertisement -

 

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories