www.samajalive.in
Sunday, December 14, 2025
19.1 C
Bhubaneswar

୮୨ ବର୍ଷ ପରେ ଅକ୍ଷୟ ତୃତୀୟାରେ ଗ୍ରହଙ୍କ ଶୁଭ ସଂଯୋଗ: ଏହି ରାଶି କିଣିବେ ନୂଆ ଘର,ଗାଡି ହେବେ ମାଲାମାଲ୍‌, ରହିବନି ଚିନ୍ତା

ଚଳିତ ବର୍ଷ ଅକ୍ଷୟ ତୃତୀୟା ପର୍ବ ଏପ୍ରିଲ ୩୦ରେ ପାଳନ କରାଯିବ । ଜ୍ୟୋତିଷ ଗଣନା ଅନୁସାରେ ଅକ୍ଷୟ ତୃତୀୟାରେ ଚଳିତ ବର୍ଷ ୮୨ ବର୍ଷ ପରେ ଅତ୍ୟନ୍ତ ଶୁଭ ସଂଯୋଗ ହେବାକୁ ଯାଉଛି । ଏହି ଦିନ ସର୍ବାର୍ଥ ସିଦ୍ଧି ଯୋଗ,ଶୋଭନ ଯୋଗ ଓ ରବି ଯୋଗ ହେବାକୁ ଯାଉଛି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ରହିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ ।

ବୃଷ- ଆର୍ଥିକ ଓ ପାରିବାରିକ କ୍ଷେତ୍ରରେ ବିଶେଷ ଲାଭ ମିଳିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

- Advertisement -

କର୍କଟ- ନୂଆ ଚାକିରି ମିଳିବାର ଯୋଗ ରହିଛି । ହଠାତ୍‌ ଅଟକି ଥିବା ଧନ ପ୍ରାପ୍ତି ହେବ । ସୁନା-ରୁପା କିଣିବେ ।

ତୁଳା- ଆୟର ନୂଆ ନୂଆ ସ୍ରୋତ ସାମ୍ନାକୁ ଆସିବ । ନୂଆ ଘର ଓ ଗାଡି କିଣିବାର ଯୋଗ ରହିଛି । ଧନ ପ୍ରାପ୍ତି ହେବ ।

ଗ୍ରାହକଙ୍କ ପାଇଁ ବିଏସଏନଏଲ୍‌ ଆଣିଲା ବଡ ଆଶ୍ୱସ୍ତି; ମାତ୍ର ୧୦୦ ଟଙ୍କାର ଏହି ପ୍ଲାନ୍‌ରେ ବର୍ଷଯାକ ମିଳିବ ଡାଟା ସହ ସବୁ ସୁବିଧା

ମକର- ନୂଆ ବ୍ୟବସାୟ ଆରମ୍ଭ କରିବେ । ଅଟକି ଥିବା କାମରେ ସଫଳତା ମିଳିବ । ଚାକିରିରେ ସଫଳତା ମିଳିବ । ହଠାତ୍‌ ଧନ ମିଳିବ ।

କୁମ୍ଭ- ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ । ବ୍ୟବସାୟୀ ଲାଭବାନ୍‌ ହେବେ । ଘରେ ହସଖୁସିର ବାତାବରଣ ରହିବ ।
ଅଧିକ ଲାଭ ପାଇବା ପାଇଁ ଅକ୍ଷୟ ତୃତୀୟା ଦିନ ଘରର ମୁଖ୍ୟ ଦ୍ୱାରରେ ଆମ୍ବପତ୍ରର ତୋରଣ ଟାଙ୍ଗି ଦିଅନ୍ତୁ । ମା’ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରନ୍ତୁ ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories