ଗ୍ରାହକଙ୍କ ପାଇଁ ବିଏସଏନଏଲ୍‌ ଆଣିଲା ବଡ ଆଶ୍ୱସ୍ତି; ମାତ୍ର ୧୦୦ ଟଙ୍କାର ଏହି ପ୍ଲାନ୍‌ରେ ବର୍ଷଯାକ ମିଳିବ ଡାଟା ସହ ସବୁ ସୁବିଧା

ନୂଆଦିଲ୍ଲୀ : ବିଏସଏନଏଲ୍‌ ଅନେକ ସମୟରେ ନିଜ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ରିଚାର୍ଜ ପ୍ଲାନ୍‌ ଆଣିଥାଏ । ଏହାର ଅନେକ ଲୋକପ୍ରିୟ ରିଚାର୍ଜ ପ୍ଲାନ୍‌ ମଧ୍ୟ ରହିଛି। ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ଆଣି ବିଏସଏନଏଲ୍‌ ୧୨ ମାସ ସମୟସୀମା ପାଇଁ ଏଭଳି ଏକ ଜବରଦସ୍ତ ପ୍ଲାନ୍‌ ଆଣିଛି, ଯେଉଁଥିରେ ଅନେକ ସୁବିଧା ମିଳିବ। ୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତି ହେବେ ଏକାଠି ; ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ହେବ ବିବାହ ଏହି … Continue reading ଗ୍ରାହକଙ୍କ ପାଇଁ ବିଏସଏନଏଲ୍‌ ଆଣିଲା ବଡ ଆଶ୍ୱସ୍ତି; ମାତ୍ର ୧୦୦ ଟଙ୍କାର ଏହି ପ୍ଲାନ୍‌ରେ ବର୍ଷଯାକ ମିଳିବ ଡାଟା ସହ ସବୁ ସୁବିଧା