www.samajalive.in
Sunday, December 14, 2025
16.1 C
Bhubaneswar

୭ଟି ଉପାୟ ; ଶୀଘ୍ର ହେବ ବିବାହ, ମିଳିବ ମନପସନ୍ଦର ଜୀବନସାଥୀ, ଜମା ହେବନି ବିଳମ୍ବ

ଅନେକ ସମୟରେ ଖୁବ୍‌ ଚେଷ୍ଟା କରିବା ପରେ ମଧ୍ୟ ଅବିବାହିତ ଯୁବକ, ଯୁବତୀଙ୍କ ବିବାହ ଠିକ୍‌ ହୋଇନଥାଏ । ବାରମ୍ବାର ବିବାହରେ ବାଧା ଆସିବା ସହ ଭାଙ୍ଗି ଯାଇଥାଏ । ଏଭଳି ସମସ୍ୟା ଲାଗି ରହୁଥିଲେ ଏଭଳି କିଛି ସହଜ ଉପାୟ ରହିଛି, ଯାହାର ପାଳନ କରିବା ଦ୍ୱାରା ଶୀଘ୍ର ବିବାହ ହେବା ସହ ବିବାହରେ ଥିବା ସମସ୍ୟା ଦୂର ହୋଇ ମନପସନ୍ଦର ଜୀବନସାଥୀଙ୍କ ସହ ବିବାହ ହୋଇଥାଏ ।

ଶୁକ୍ରବାର ଦିନ କୁଆଁରୀ କନ୍ୟାଙ୍କୁ କ୍ଷୀର ଓ ମିଠା ପ୍ରଦାନ କରନ୍ତୁ । ସଧବା ସ୍ତ୍ରୀ ଲୋକଙ୍କୁ ସାଜସଜ୍ଜା ଓ ସୁହାଗ ଜିନିଷ ଉପହାର ଦିଅନ୍ତୁ । ଏପରି ୧୬ଟି ଶୁକ୍ରବାର କରିବା ଦ୍ୱାରା ବିବାହରେ ଥିବା ବାଧା ଦୂର ହୋଇଥାଏ ।

- Advertisement -

ସୋମବାର ଭଗବାନ ଶିବ ଓ ମା’ପାର୍ବତୀଙ୍କୁ କ୍ଷୀର ଅର୍ପଣ କରି ପୂଜାର୍ଚ୍ଚନା କରନ୍ତୁ ।
ଗୁରୁବାର ଦିନ ଅଟାରେ ପ୍ରସ୍ତୁତ ଜିନିଷ, ଗୁଡ, ଚଣା ଗାଈଙ୍କୁ ଖାଇବାକୁ ଦିଅନ୍ତୁ । ଶୀଘ୍ର ବିବାହ ହୋଇଥାଏ ।
ନିୟମିତ ଶିବ-ପାର୍ବତୀଙ୍କୁ ପୂଜାର୍ଚ୍ଚନା କରନ୍ତୁ ।

ଅବିବାହିତ ଯୁବକ-ଯୁବତୀ ଖଟ ତଳେ ଲୁହା, ଖରାପ ବୈଦ୍ୟୁତିକ ଜିନିଷ, ବ୍ୟବହାର ହେଉନଥିବା ଅଦରକାରୀ ଜିନିଷ ରଖନ୍ତୁ ନାହିଁ ।

ଗୁରୁବାର ଓ ପୂର୍ଣ୍ଣିମା ତିଥିରେ ବରଗଛ ମୂଳେ ୧୦୮ ଥର ପରିକ୍ରମା କରିବା ଦ୍ୱାରା ଶୀଘ୍ର ବିବାହ ହୋଇଥାଏ । ଗୁରୁବାର ବରଗଛକୁ ପୂଜା କରିବା ସହ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ । ବିବାହରେ ଥିବା ସମସ୍ତ ସମସ୍ୟା ଦୂର ହେବ ।

ଗୁରୁବାର ଜଳରେ ହଳଦୀ ମିଶାଇ ସ୍ନାନ କରନ୍ତୁ । ଭୋଜନରେ କେସର ମିଶାଇ ସେବନ କରନ୍ତୁ । ଶୀଘ୍ର ବିବାହ ହୋଇଥାଏ ।

ବର୍ଷେ ପରେ ସୂର୍ଯ୍ୟଙ୍କ ମହାଚଳନ ; ଏହି ରାଶି ହେବେ ମାଲାମାଲ୍‌, ଜାଣନ୍ତୁ କାହାର ହେବ ଚାକିରି, ବିବାହ, ବଢିବ ଦରମା..

୪୦୦ରୁ ବି କମ୍‌ ୧୫୦ ଦିନିଆ ରିଚାର୍ଜ ପ୍ଲାନ୍‌ ; ଡାଟା ସହ ମିଳିବ ଏସବୁ ସୁବିଧା

ଦେଖନ୍ତୁ ଭିଡିଓ ; ଝଗଡା କଲେ ସ୍ୱାମୀ, ଛାତରୁ ଠେଲି ଦେଲେ ସ୍ତ୍ରୀ

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories