୪୦୦ରୁ ବି କମ୍ ୧୫୦ ଦିନିଆ ରିଚାର୍ଜ ପ୍ଲାନ୍ ; ଡାଟା ସହ ମିଳିବ ଏସବୁ ସୁବିଧା
ନୂଆଦିଲ୍ଲୀ : ବିଏସ୍ଏନ୍ଏଲ୍ ନିଜ ଗ୍ରାହକଙ୍କ ପାଇଁ ଶସ୍ତା ଦାମ୍ରେ ଅନେକ ସମୟରେ ରିଚାର୍ଜ ପ୍ଲାନ୍ ଆଣିଥାଏ । ବିଏସ୍ଏନ୍ଏଲ୍ର ଅନେକ ରିଚାର୍ଜ ପ୍ଲାନ୍ ମଧ୍ୟରୁ ଏଭଳି ଏକ ପ୍ଲାନ୍ ରହିଛି, ଯାହାର ଦାମ୍ ୪୦୦ ଟଙ୍କାରୁ କମ୍ । ଏହି ପ୍ଲାନ୍ ଖାସ୍ ହେବାର କାରଣ ଏହା ୧୫୦ ଦିନ ସମୟସୀମା ସହ ଆସିଥାଏ । ଏଥିରେ ଉପଭୋକ୍ତାଙ୍କୁ ଡାଟା ମଧ୍ୟ ମିଳିବ । ବିଏସ୍ଏନ୍ଏଲ୍ ଏହି ପ୍ଲାନ୍ର ଦାମ୍ ୩୯୭ ଟଙ୍କା । ଏଥିରେ … Continue reading ୪୦୦ରୁ ବି କମ୍ ୧୫୦ ଦିନିଆ ରିଚାର୍ଜ ପ୍ଲାନ୍ ; ଡାଟା ସହ ମିଳିବ ଏସବୁ ସୁବିଧା
Copy and paste this URL into your WordPress site to embed
Copy and paste this code into your site to embed