www.samajalive.in
Saturday, December 13, 2025
26.1 C
Bhubaneswar

ଧାମରା ବସଷ୍ଟାଣ୍ଡର ରାସ୍ତାରେ ଜଳିଗଲା ବାଇକ

ବାସୁଦେବପୁର: ବାସୁଦେବପୁର ସହରର ଧାମରା ବସଷ୍ଟାଣ୍ଡ ରାସ୍ତାପାଖରେ ଛିଡା ହୋଇଥିବା ଏକ ବାଇକ ହଠାତ୍‌ ଜଳି ଉଠିଛି । ବଡ଼ ଧରଣର ଅଘଟଣ ଘଟିବା ପୂର୍ବରୁ ସ୍ଥାନୀୟ ଯୁବକ ନିଆଁକୁ ଆୟତ କରିଛନ୍ତି। ଅତ୍ୟଧିକ ଖରା, ଗରମ ପାଇଁ ବାଇକରେ ନିଆଁ ଲାଗି ଯାଇଥିବା ଆଶଙ୍କା କରାଯାଉଛି। ବାଇକଟି କାହାର ଜଣାପଡିନି।

୩୦ ବର୍ଷ ପରେ ଶନିଙ୍କ ଓଲଟା ଚଳନ ; ଏହି ରାଶି ହେବେ ଭାଗ୍ୟବାନ୍‌, ମିଳିବ ଚାକିରି, ବଢିବ ଦରମା..

ମଧ୍ୟାହ୍ନ ଭୋଜନର ଚାଉଳ ହେରଫେର କରି ପ୍ରଧାନଶିକ୍ଷୟିତ୍ରୀ ନିଳମ୍ବିତ

- Advertisement -

କାମ କରୁନି ୟୁପିଆଇ, ଟଙ୍କା ନେଣଦେଣ ଠପ୍‌

ଦେଖନ୍ତୁ ଭିଡିଓ ; ଯୁବତୀଙ୍କୁ ସୁଟ୍‌କେଶ ଭିତରେ ଲୁଚାଇ ହଷ୍ଟେଲ୍‌ ଆଣିଲେ ପ୍ରେମିକ, ଆଉ ତା’ପରେ..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories