ମଧ୍ୟାହ୍ନ ଭୋଜନର ଚାଉଳ ହେରଫେର କରି ପ୍ରଧାନଶିକ୍ଷୟିତ୍ରୀ ନିଳମ୍ବିତ
ଦେଓଗାଁ : ଛାତ୍ରୀଙ୍କୁ ହଷ୍ଟେଲରେ ରଖି ପାଠ ପଢାଇବା ପାଇଁ ସରକାର କସ୍ତୁରବା ଗାନ୍ଧୀଙ୍କ ନାଁରେ ଉଚ୍ଚ ବିଦ୍ୟାଳୟ ଖୋଲି ଖାଇବା, ନିତ୍ୟ ବ୍ୟବହାର ଜିନିଷ ଦେଇ ପାଠ ପଢ଼ାଉଛନ୍ତି। କିନ୍ତୁ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କସ୍ତୁରବା ଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ଚାଉଳ ହେରଫେର କରି ପ୍ରଧାନଶିକ୍ଷୟିତ୍ରୀ ନିଳମ୍ବିତ ହେବା ଚର୍ଚ୍ଚାର ବିଷୟ ହୋଇଛି। ହଷ୍ଟେଲ ଓ ସ୍କୁଲ ପରିଚାଳନା ପାଇଁ ଆସିଥିବା ଚାଉଳ ହେରଫେର ହୋଇଥିବାର ଅଭିଯୋଗ ଆସିବା ପରେ ଜଣେ … Continue reading ମଧ୍ୟାହ୍ନ ଭୋଜନର ଚାଉଳ ହେରଫେର କରି ପ୍ରଧାନଶିକ୍ଷୟିତ୍ରୀ ନିଳମ୍ବିତ
Copy and paste this URL into your WordPress site to embed
Copy and paste this code into your site to embed