କାମ କରୁନି ୟୁପିଆଇ, ଟଙ୍କା ନେଣଦେଣ ଠପ୍
ନୂଆଦିଲ୍ଲୀ : କାମ କରୁନି ୟୁପିଆଇ। ଶନିବାର ସକାଳେ ଭାରତରେ ୟୁପିଆଇ କାମ କରୁଥିବା ଜଣାପଡିଛି । ଏହି ସମସ୍ୟା କାରଣରୁ ଲକ୍ଷ ଲକ୍ଷ ଲୋକେ ଅନ୍ଲାଇନ୍ରେ ଟଣା ନେଣଦେଣ କରି ପାରି ନାହାଁନ୍ତି । ପ୍ରାୟ ୩ ଘଣ୍ଟା ହେବ ୟୁପିଆଇ କାମ ନକରିବା ଫଳରେ ଫୋନ୍ ପେ, ଗୁଗଲ ପେ ଓ ପେଟିଏମ୍ ଭଳି ଲୋକପ୍ରିୟ ଆପ୍ରେ ଟଙ୍କା ନେଣଦେଣ ସମ୍ଭବ ହୋଇନାହିଁ । ଫଳରେ ବ୍ୟବହାରକାରୀ ହନ୍ତସନ୍ତ ହୋଇଛନ୍ତି । ଦିଲ୍ଲୀ, ଓଡିଶା … Continue reading କାମ କରୁନି ୟୁପିଆଇ, ଟଙ୍କା ନେଣଦେଣ ଠପ୍
Copy and paste this URL into your WordPress site to embed
Copy and paste this code into your site to embed