୩୦ ବର୍ଷ ପରେ ଶନିଙ୍କ ଓଲଟା ଚଳନ ; ଏହି ରାଶି ହେବେ ଭାଗ୍ୟବାନ୍‌, ମିଳିବ ଚାକିରି, ବଢିବ ଦରମା..

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ଓ କର୍ମଫଳ ଦାତା ବୋଲି କୁହାଯାଏ । ଶନି ଗ୍ରହ ସବୁଠାରୁ ଧିମା ଗତିରେ ଚଳନ କରି ଥାନ୍ତି । ସେ ଅଢେଇ ବର୍ଷକୁ ଥରେ ରାଶି ପରିବର୍ତ୍ତନ କରି ଥାନ୍ତି । ଏହାସହ ୩୦ ବର୍ଷକୁ ଥରେ ଶନି ରାଶି ଚକ୍ରକୁ ପୂରଣ କରି ଥାନ୍ତି । ସମୟ ଅନୁଯାୟୀ ଶନି ଓଲଟା ମଧ୍ୟ ଚଳନ କରି ଥାନ୍ତି । ଶନିଙ୍କ ସିଧା ଓ ଓଲଟା ଚଳନର ପ୍ରଭାବ … Continue reading ୩୦ ବର୍ଷ ପରେ ଶନିଙ୍କ ଓଲଟା ଚଳନ ; ଏହି ରାଶି ହେବେ ଭାଗ୍ୟବାନ୍‌, ମିଳିବ ଚାକିରି, ବଢିବ ଦରମା..