ଭୁବନେଶ୍ୱର : ବିଧାନସଭାରେ ଗୁରୁବାର ଆଗତ ହୋଇଥିବା ଅନ୍ତରୀଣ ବଜେଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ଏହି ବଜେଟ ଗରିବ, ଚାଷୀ, ମହିଳା, ଶ୍ରମିକ, ଅନୁସୂଚିତ ଜାତି ଏବଂ ଜନଜାତି ମାନଙ୍କ ପାଇଁ ସହାୟତ ହେବ। କାଳିଆ ଯୋଜନା ପାଇଁ ବଜେଟରେ ସ୍ୱତନ୍ତ୍ର ସ୍ଥାନ ରଖାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମେ କଥାରେ ନୁହେଁ କାମରେ ବିଶ୍ୱାସ କରୁଛୁ ବୋଲି ନବୀନ କହିଛନ୍ତି।
Popular Categories



