www.samajalive.in
Friday, December 12, 2025
16.1 C
Bhubaneswar

ଦିନ ୨ଟା ମୁଖ୍ୟ ଖବର

ଶିବ ରାତ୍ରିରେ ଶେଷ ମହାସ୍ନାନ: ଆଜି ସରିବ ଆସ୍ଥାର ମହାକୁମ୍ଭ..

ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ, ଭକ୍ତଙ୍କ ଅସମ୍ଭାଳ ଭିଡ, ବାବା ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ..

- Advertisement -

ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଗେଲପୁର ନିକଟରେ ଦୁର୍ଘଟଣା: ଓଭର ବ୍ରିଜ୍ ଉପରୁ ତଳକୁ ଖସି ପଡିଲା ଦୁଇଟି ଟ୍ରକ୍..

ଛିଡା ହୋଇଥିବା କଣ୍ଟେନରକୁ ଟ୍ରକ ଧକ୍କା ଦେବାରୁ ଖସିଲେ ଉଭୟ ଗାଡି, ୩ ଗୁରୁତର, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି..

 

ମହାଶିବରାତ୍ରୀରେ ମହାଭାଗ୍ୟୋଦୟ: ସବୁ ଗ୍ରହ ହେବେ ନତମସ୍ତକ ,ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ଚିନ୍ତା, ମିଳିବ ସଫଳତା.. 

ମାର୍ଚ୍ଚ ପହିଲାରୁ ରାଜ୍ୟବାସୀଙ୍କୁ କଲବଲ କରିବ ଗରମ ଓ ତାତି : ୩ ଦିନ ପରେ ସ୍ଵାଭାବିକ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ଯାଏଁ ବୃଦ୍ଧି ନେଇ ପୂର୍ବାନୁମାନ..

ସୋର: ଲିଙ୍ଗପଡାରେ ଯୁବତୀଙ୍କୁ ଗଳା କାଟି ହତ୍ୟା ଘଟଣା, ୩ ଦିନ ପରେ ଫେରାର ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର..

ପୁଲିସକୁ ଦେଖି ଭୟରେ ଅଭିଯୁକ୍ତ ବିଷ ଖାଇଥିବା ସୂଚନା..

ଦେଖନ୍ତୁ ଭିଡିଓ; ଚର୍ଚ୍ଚାରେ ହାତୀର ହେୟାର ଷ୍ଟାଇଲ୍‌, ଯୁବତୀଙ୍କୁ ବି ପକାଇଲା ପଛରେ

ଆକଳନ ଠାରୁ ଅଧିକ ହୋଇଛି ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଭିଡ: ଜିଲ୍ଲାପାଳ..

ପବିତ୍ର ମହାଶିବରାତ୍ରୀ : ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ..

ଭୁବନେଶ୍ଵର: ବାବା ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟିର ପାଣ୍ଠି ଘୋଷଣା..

ଦଶମ ଶ୍ରେଣୀ ଛାତ୍ରୀ ମା ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ, ପ୍ରଧାନ ଶିକ୍ଷକ ଓ ଏଏନଏମ୍ ନିଲମ୍ବିତ..

ମାଲକାନଗିରି ସୀମାନ୍ତ ଛତିଶଗଡର ଚିନ୍ତଲନାର ଜଙ୍ଗଲରେ ସିଆରପିଏଫ, କୋବ୍ରା ଯବାନଙ୍କ ତଲାସି ଅଭିଯାନ ସମୟରେ ମାଓବାଦୀଙ୍କ ସ୍ୱାସ୍ଥ୍ୟ ଶିବିର ଠାବ..

ଆଠଗଡ: ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ..

ଦେବଗଡର ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅର୍ନ୍ତଗତ ତୁଙ୍ଗାମାଳ ଗାଁରେ ନାବାଳକକୁ ହତ୍ୟା କରି ପତ୍ରଗଦାରେ ଫିଙ୍ଗି ଦେଲେ..

ଦେଖନ୍ତୁ ଭିଡିଓ ; ମହାକୁମ୍ଭ ସ୍ନାନ, ମହିଳାଙ୍କ ଏମିତି କାମ ଦେଖି ଲୋକେ କାବା,କହିଲେ..

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories