www.samajalive.in
Sunday, December 7, 2025
18.1 C
Bhubaneswar

ଦେଖନ୍ତୁ ଭିଡିଓ ; ମହାକୁମ୍ଭ ସ୍ନାନ, ମହିଳାଙ୍କ ଏମିତି କାମ ଦେଖି ଲୋକେ କାବା,କହିଲେ..

ନୂଆଦିଲ୍ଲୀ : ପ୍ରୟାଗରାଜର ସଙ୍ଗମସ୍ଥଳରେ ମହାକୁମ୍ଭ ମେଳା ଲାଗି ରହିଛି । ଲୋକେ ଏଠାକୁ ଯାଇ ବୁଡ ପକାଉଛନ୍ତି । କିଏ ଟ୍ରେନ୍‌ରେ ତ କିଏ ଉଡାଜାହାଜ ପୁଣି କିଏ ଡଙ୍ଗା ତ କିଏ କାର୍‌ ଯୋଗ ଯାଉଛନ୍ତି । ଏଭଳି କିଛି ଲୋକେ ମଧ୍ୟ ଅଛନ୍ତି,ଯେଉଁମାନେ କୁମ୍ଭକୁ ସ୍ନାନ ପାଇଁ ଯାଇ ପାରୁ ନାହାଁନ୍ତି । ନିକଟରେ ଜଣେ ମହିଳାଙ୍କ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ଲୋକେ ଭିଡିଓ ଦେଖି ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି । ମହିଳାଙ୍କ ବୁଡ ପକାଇବାର ଏଭଳି ଅଭିନବ ଉପାୟ ଦେଖି ଲୋକେ ନିଜ ହସକୁ ରୋକି ପାରି ନାହାଁନ୍ତି ।
ଭିଡିଓରେ ଦେଖିପାରିବେ, ସଙ୍ଗମ ସ୍ଥଳରେ ଆଣ୍ଠୁଏ ପାଣିରେ ଜଣେ ମହିଳା ଠିଆ ହୋଇ ଭିଡିଓ କଲ୍‌ରେ ଜଣଙ୍କ ସହ କଥା ହେଉଛନ୍ତି । ଏହାସହ ଅନ୍‌ଲାଇନ୍‌ରେ ରହି ସେହି ଫୋନ୍‌ରେ ଥିବା ବ୍ୟକ୍ତିଙ୍କୁ ସ୍ନାନ କରାଉଛନ୍ତି । ଅର୍ଥାତ୍‌ ଫୋନ୍‌କୁ ୫ ଥର ପାଣିରେ ବୁଡାଇ ଉଠାଇଲେ ।

ମହାଶିବରାତ୍ରୀରେ ମହାଭାଗ୍ୟୋଦୟ: ସବୁ ଗ୍ରହ ହେବେ ନତମସ୍ତକ ,ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ଚିନ୍ତା, ମିଳିବ ସଫଳତା.. 

- Advertisement -

ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି । କିଛି ଲୋକେ କହିଛନ୍ତି, ଏହା ପ୍ରଥମ ମୋବାଇଲ୍‌ ହେବ ଯାହା ସ୍ୱର୍ଗ ଯିବ । ଅନ୍ୟ ଜଣେ କହିଛନ୍ତି, ଅନ୍‌ଲାଇନ୍‌ ପାପ ଧୋଇ ହୋଇଗଲା ।

ମହାଶିବରାତ୍ରୀରେ ବାସ୍‌ ଏହି ଗୋଟିଏ ସରଳ ଉପାୟରେ ବର୍ଷଯାକ ମିଳିବ ମା’ଲକ୍ଷ୍ମୀଙ୍କ କୃପା, ଧନସମ୍ପତ୍ତି ହେବ ଦୁଇଗୁଣା..

ବିବାହରେ ବିଳମ୍ବ ହେଉଥିଲେ ମହାଶିବରାତ୍ରୀରେ ଆପଣାନ୍ତୁ ଏହି ଉପାୟ..

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories