www.samajalive.in
Saturday, December 6, 2025
19.1 C
Bhubaneswar

ବୃହସ୍ପତି ଚଳନ : ଏହି ରାଶି ହେବେ ମାଲାମାଲ୍‌, ଜାଣନ୍ତୁ କାହାର ହେବ ବିବାହ, କାହାର ରହିବନି ଚିନ୍ତା

ଗୁରୁ ଗ୍ରହ ବୃହସ୍ପତିଙ୍କ ଚଳନ ଜାତକରେ ଅନେକ ପ୍ରଭାବ ପକାଇଥାଏ । ଗୁରୁଙ୍କୁ ଧନ, ପୂଜା, ଜ୍ଞାନ, ଧର୍ମ ଓ ବିବାହର କାରକ ବୋଲି କୁହାଯାଏ । ଜାଣନ୍ତୁ ଗୁରୁଙ୍କ ଚଳନ ଫଳରେ କେଉଁ କେଉଁ ରାଶି ବିଶେଷ ଭାଗ୍ୟବାନ୍‌ ହେବେ..
ଚଳିତ ବର୍ଷ ଗୁରୁ ଗ୍ରହ ୧୪ ମେ’ ୨୦୨୫ରେ ରାତି ପ୍ରାୟ ୧୧ଟା ୨୦ରେ ଚଳନ କରିବେ । ମିଥୁନ ରାଶିରେ ଚଳନ କରିବେ । ଫଳରେ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡ଼ିଲେ ମଧ୍ୟ କିଛି ରାଶିଙ୍କ ଭାଗ୍ୟରେ ହଠାତ୍‌ ପରିବର୍ତ୍ତନ ହେବ ।

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ସକରାତ୍ମକ ଫଳ ମିଳିବ । କାମରେ ସଫଳତା ସହ ଶୁଭ ଖବର ମିଳିବ । ଧାର୍ମିକ କାର୍ଯ୍ୟରେ ରୁଚି ରହିବ । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ହଠାତ୍‌ ଧନ ମିଳିବ।

- Advertisement -

ବୃଷ- ଶୁଭଫଳ ମିଳିବ। ଧନ-ସମ୍ପତ୍ତି ଓ ସୁଖସମୃଦ୍ଧି ବୃଦ୍ଧି ହେବ । ଆୟରେ ବୃଦ୍ଧି ହେବ । ପରିବାରରେ ହସଖୁସିର ବାତାବରଣ ରହିବ। ଜୀବନରେ ଖୁସି ପ୍ରବେଶ କରିବ। ସ୍ୱାସ୍ଥ୍ୟ ଉତ୍ତମ ରହିବ । ଜୀବନରେ ଥିବା ସମସ୍ୟା ଦୂର ହେବ।

ମିଥୁନ- ପାରିବାରିକ ଜୀବନରେ ହସଖୁସିର ବାତାବରଣ ରହିବ । ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ବିବାହରେ ଥିବା ସମସ୍ୟା ଦୂର ହେବ । ଚାକିରି, ବ୍ୟବସାୟରେ ଉନ୍ନତି ହେବ ।

ସିଂହ- ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଅଟକି ଥିବା ସମସ୍ତ କାମ ପୂରଣ ହେବ । ବିଦେଶ ଯାତ୍ରାର ଯୋଗ ରହିଛି । ପଦନ୍ନୋତିର ଯୋଗ ରହିଛି । ପୂର୍ବ ଅପେକ୍ଷା ଅଧିକ ଶୁଭଫଳ ପ୍ରାପ୍ତି ହେବ ।

ତୁଳା- ସକରାତ୍ମକ ଫଳ ମିଳିବ । ଚାକିରିରେ ପଦନ୍ନୋତି ସହ ବ୍ୟବସାୟରେ ବଡ ଲାଭ ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଭାଗ୍ୟ ଚମକିବ । କାମରେ ସଫଳତା ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ପ୍ରେମ ସମ୍ପର୍କ ମଜଭୁତ ହେବ ।

କୁମ୍ଭ- ଧନ ଲାଭର ଯୋଗ ରହିଛି । ସନ୍ତାନଙ୍କ ଚିନ୍ତା ଦୂର ହେବ । କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ । ବାପା-ମାଆଙ୍କ ଆଶୀର୍ବାଦ ମିଳିବ ।

ଜାଣନ୍ତୁ ରାଶି ଅନୁଯାୟୀ ପିନ୍ଧିବେ କେଉଁ ରଙ୍ଗର ଘଣ୍ଟା: ହେବେ ଧନୀ, ପାଇବେ ସଫଳତା

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories