www.samajalive.in
Monday, December 15, 2025
15.1 C
Bhubaneswar

ଓଲାକୁ ଝଟକା ! ବନ୍ଦ ହେଲା ୧୦୦ରୁ ଅଧିକ ଶୋ-ରୁମ୍

ନୂଆଦିଲ୍ଲୀ : ଓଲା ଇଲେକ୍ଟ୍ରିକକୁ ବଡ ଝଟକା ଲାଗିଛି । ମହାରାଷ୍ଟ୍ର ସରକାର ଏକ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଓଲା ଇଲେକ୍ଟ୍ରିକକୁ ଝଟକା ଦେିଛନ୍ତି । ମହାରାଷ୍ଟ୍ରର ପରିବହନ ବିଭାଗ ଓଲା ଇଲେକ୍ଟ୍ରିକର ୧୦୦ରୁ ଅଧିକ ଶୋରୁମ୍ ବିନା ଲାଇସେନ୍ସରେ ଚାଲିଥିବା ଜାଣିବାକୁ ପାଇବା ପରେ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି ।

୧୩୧ ଶୋରୁମରୁ ୧୦୭ ଶୋରୁମ୍ ନିୟମ ବିରୁଦ୍ଧରେ ଚାଲିଥିଲା । ୧୦୪ ଶୋରୁମକୁ ନୋଟିସ୍ ପଠାଯାଇଛି । ସେହିଭଳି ୪୩ ଶୋରୁମ୍ ବର୍ତ୍ତମାନ ସୁଦ୍ଧା ବନ୍ଦ ହୋଇସାରିଛି । ଏହା ବ୍ୟତୀତ ୨୧୪ ଇଲେକ୍ଟ୍ରିକ୍ ସ୍କୁଟର ଜବତ ହୋଇଛି । ଡିଲରସିପ୍ ପାଖରେ ଜରୁରି ଟ୍ରେଡ୍ ସାର୍ଟିଫିକେଟ୍ ନଥିଲା । ଭାରତରେ କୌଣସି ବି ଗାଡି ବିକିବା କିମ୍ବା ଟେଷ୍ଟ ଡ୍ରାଇଭ୍ ପାଇଁ ଏହି ସାର୍ଟିଫିକେଟ୍ ବାଧ୍ୟତାମୂଳକ ।

- Advertisement -

ମହାରାଷ୍ଟ୍ରର ସଂଯୁକ୍ତ ପରିବହନ ଆୟୁକ୍ତ ସମସ୍ତ ଆରଟିଓ ଅଧିକାରୀଙ୍କୁ ୨୪ ଘଣ୍ଟା ଭିତରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଓଲା ଇଲେକ୍ଟ୍ରିକ୍ ତରଫରୁ ଏନେଇ କୌଣସି ଅଫିସିଆଲ୍ ସୂଚନା ମିଳିନି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories