ଶୀଘ୍ର ଖାଲି କର, କାଲି ଭଙ୍ଗାଯିବ ବୈକୁଣ୍ଠ ଧାମ ଆଶ୍ରମ
![](https://samajalive.in/wp-content/uploads/2025/01/argusnews-22-c5e60a6b-43d9-4769-99eb-f10eb442e10a.webp)
ଭୁବନେଶ୍ଵର: କାଲି ଭଙ୍ଗାଯିବ ବୈକୁଣ୍ଠ ଧାମ ଆଶ୍ରମ । ଏଥିଲାଗି ଦିନ ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବାକୁ ବିଡିଏ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏ ନେଇ ଆଜି ମାଇକ୍ ଯୋଗେ ଘୋଷଣା କରାଯାଇଛି। ହାଇକୋର୍ଟଙ୍କୁ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରିଥିଲେ କର୍ତ୍ତୃପକ୍ଷ। ନିକଟରେ ହାଇକୋର୍ଟ ଦେଇଥିବା ରହିତାଦେଶ ହଠାଇ ଦେଇଥିଲେ। ପୂର୍ବରୁ ଆଶ୍ରମ ଭାଙ୍ଗିବା ପାଇଁ ବିଡିଏ ନିର୍ଦେଶ ଦେଇଥିଲେ । ହେଲେ କୋର୍ଟ ଏହା ଉପରେ ରହିତାଦେଶ କରିଥିଲେ। ଏହାପରେ ଆଜି ପୁର୍ନବାର ବିଡିଏ ଆଶ୍ରମ ଭାଙ୍ଗିବା ପାଇଁ ନିର୍ଦେଶ ଦେଇଛନ୍ତି। ତେଣୁ ଯେଉଁମାନେ ଆଶ୍ରମ ଭିତରେ ରହିଛନ୍ତି କିମ୍ବା ସେମାନଙ୍କର ଜିନିଷ ପତ୍ର ରହିଛି , ତାହା ବାହାରକୁ ବାହାର କରିବାକୁ କୁହାଯାଇଛି।
![kalyan agarbati](https://samajalive.in/wp-content/uploads/2025/01/kalyani-adv.jpg)
Comments are closed.