www.samajalive.in
Sunday, December 7, 2025
13.1 C
Bhubaneswar

ଖୁବ୍‌ ଖାସ୍‌ ଶନିଙ୍କ ରାଶିରେ ବୁଧଙ୍କ ଚଳନ; ଏହି ରାଶିଙ୍କ ହେବେ ମାଲାମାଲ୍‌, ବଢିବ ଦରମା..

ବୁଧ ୧୧ ଫେବୃଆରୀ ଦିନ ୧୨ଟା ୪୧ ମିନିଟ୍‌ରେ କୁମ୍ଭ ରାଶିରେ ପ୍ରବେଶ କରିବେ । ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ଜ୍ଞାନ, ବିବେକ ଓ ବୁଦ୍ଧିର କାରକ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କ ଚଳନ ଖୁବ୍‌ ଖାସ୍‌ ବୋଲି କୁହାଯାଏ । କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଏହାର ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ ।
ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସୁଖସମୃଦ୍ଧି ବୃଦ୍ଧି ହେବ । ସଭିଁଙ୍କ ସହଯୋଗ ମିଳିବ । ଭାଗ୍ୟର ସାଥ୍‌ ମିଳିବ । ଲକ୍ଷ୍ୟ ପ୍ରାପ୍ତି କରିବାରେ ସଫଳତା ପାଇବେ । ସଞ୍ଚୟ କରିବେ । ଜୀବନରେ ହସଖୁସି ବୃଦ୍ଧି ପାଇବ । ବ୍ୟବସାୟୀ ଲାଭବାନ୍‌ ହେବେ ।
ସିଂହ – ଏହି ରାଶିଙ୍କ ପାଇଁ ଖୁବ୍‌ ଖାସ୍‌ । ବ୍ୟବସାୟୀ ଲାଭବାନ୍‌ ହେବେ । ଚାକିରିରେ ପଦନ୍ନୋତି ସହ ଦରମା ବୃଦ୍ଧି ହେବ । ସ୍ୱାସ୍ଥ୍ୟ
ଉତ୍ତମ ରହିବ ।
ତୁଳା- କର୍ମକ୍ଷେତ୍ରରେ ସଫଳତା ମିଳିବ । ସମୟ ଶୁଭଙ୍କର ରହିଛି । ସଫଳତା ମିଳିବ । କର୍ମକ୍ଷେତ୍ରରେ ଅନେକ ସମସ୍ୟା ଦୂର ହେବ ।
ଧନୁ- ବନ୍ଧୁଙ୍କ ସହଯୋଗ ମିଳିବ । ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ । ବ୍ୟବସାୟରେ ବଡ ଲାଭ ମିଳିବ ।
କୁମ୍ଭ- ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅଟକି ଥିବା କାମ ପୂରଣ ହେବ । ଅନେକ ସମସ୍ୟା ଦୂର ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories