www.samajalive.in
Monday, December 8, 2025
27.1 C
Bhubaneswar

୨ ଥର ଚଳନ କରିବେ ଶନି; ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା, ଚାକିରି ଠାରୁ ଧନ ସବୁଥିରେ ସଫଳତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ସବୁଠାରୁ ଧିମା ଚଳନ କରିଥାନ୍ତି । ପ୍ରାୟ ଅଢେଇ ବର୍ଷକୁ ଥରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାନ୍ତି । ବର୍ଷ ୨୦୨୩ ପରେ ବର୍ତ୍ତମାନ ୨୦୨୫ରେ ଶନି ଚଳନ କରିବେ । ୨୯ ମାର୍ଚ୍ଚରେ ଶନି ଚଳନ କରି ମୀନ ରାଶିରେ ପ୍ରବେଶ କରିବେ । ଏହାର ପ୍ରଭାବ ଅନେକ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଧନବର୍ଷା କରିବେ ଶନିଦେବ..
ଶନି ଚଳନ କରିବା ସହ ୨୮ ଫେବୃଆରୀରେ ଶନି ଅସ୍ତ ମଧ୍ୟ ହେବେ । ଶନିଙ୍କ ଚଳନ ୨ ଥର ହେଉଥିବା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ।
ବୃଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ ।ଚାକିରି-ବ୍ୟବସାୟରେ ଉନ୍ନତି ହେବ । ପୁରୁଣା ରୋଗରୁ ମୁକ୍ତି ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । କର୍ମକ୍ଷେତ୍ରରେ ସଫଳତା ସହ ଖର୍ଚ୍ଚ ନିୟନ୍ତ୍ରଣ ରଖନ୍ତୁ ।
କର୍କଟ- କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ଖୁସି ଖବର ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ବିଦେଶ ଯାତ୍ରାର ଯୋଗ ରହିଛି ।
ମକର- ଏହି ରାଶିଙ୍କୁ ମଧ୍ୟ ଅତ୍ୟନ୍ତ ଶୁଭଫଳ ମିଳିବ । ନୂଆ ନୂଆ ଉପାୟରେ ଧନ ରୋଜଗାର କରିବେ । ଭାଗ୍ୟର ସାଥ୍‌ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପୁରୁଣା ସମସ୍ୟା ଦୂର ହେବ । ବନ୍ଧୁଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ ।
ଧନୁ- ଆର୍ଥିକ ଲାଭ ହେବ । ମାନ-ସମ୍ମାନ ବୃଦ୍ଧି ହେବ । ଜୀବନରେ ହସଖୁସି ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସୁଖ-ସମୃଦ୍ଧି ବୃଦ୍ଧି ହେବ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories