ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗ ; ନୂଆ କଟ ଅଫ ମାର୍କ ସ୍ଥିର କରି ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ହାଇକୋଟଙ୍କ ନିର୍ଦ୍ଦେଶ
କଟକ : ରାଜ୍ୟରେ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗରେ ହାଇକୋର୍ଟ ନୂଆ କଟ ଅଫ ମାର୍କ ସ୍ଥିର କରି ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଗତ ବର୍ଷ ଅକ୍ଟୋବରରେ ପ୍ରକାଶ ପାଇଥିଲା ବିଜ୍ଞପ୍ତି। ଚୟନ ପ୍ରକ୍ରିୟାକୁ ନେଇ ବିବାଦ ପରେ ହାଇକୋର୍ଟଙ୍କ ନିର୍ଦେଶରେ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ବିଭିନ୍ନ କାରଣରୁ ପ୍ରାୟ ୪ ହଜାରରୁ ଉର୍ଦ୍ଧ ପଦବୀ ପୂରଣ ହୋଇନାହିଁ। ସେହି ପଦବୀ ଗୁଡିକ ପୂରଣ କରିବାକୁ ସାନି ମେରିଟ ଲିଷ୍ଟ ପାଇଁ ପୁଣି ମାମଲା ଦାୟର ହୋଇଥିଲା ।
ବାସ୍ତୁ: ନୂଆବର୍ଷ ପୂର୍ବରୁ ଘରୁ କାଢି ଦିଅନ୍ତୁ ଏହି ୧୦ଟି ଜିନିଷ, ବର୍ଷଯାକ ମିଳିବ ମା’ଲକ୍ଷ୍ମୀଙ୍କ କୃପା..
ଟ୍ରମ୍ପଙ୍କ ଟିମ୍ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ: ମିଳିଲା ଏହି ବଡ ପଦବୀ..
ନୂଆବର୍ଷ ପୂର୍ବରୁ ବଦଳିଲା ୨ ଚକିଆଙ୍କ ପାଇଁ ନିୟମ; ଟିକିଏ ଭୁଲ୍ ପାଇଁ କଟିବ ମୋଟା ଅଙ୍କର ଚାଲାଣ..
Comments are closed.