www.samajalive.in
Monday, December 15, 2025
24.1 C
Bhubaneswar

ଧାନ ଅମଳ ବେଳେ ବିଲ ଭିତରେ ଜଳିଗଲା ଧାନକଟା ମେସିନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଅମଲିପାଲି ପଞ୍ଚାୟତର କୁକେତିରା ଗ୍ରାମର ଭାଗ ଚାଷୀ ପିଛାଲୁ ବାଗଙ୍କ ଚାଷ ଜମିରେ ଧାନ ଅମଳ ବେଳେ ଧାନ କଟା ମେସିନ ଜଳିଯାଇଛି।  ରବିବାର ଅପରାହ୍ନ ୪ଟାରେ ପିଛାଲୁଙ୍କ ଚାଷ ଜମିରୁ  ଅଢେଇ ଏକର ଜମିର ଧାନ କଟା ସାରିଥିଲା। ହଠାତ୍ କୌଣସି କାରଣରୁ ମେସିନରେ ଶର୍ଟସର୍କିଟ ହୋଇ ନିଆଁ ଲାଗିଯିବାରୁ ହୁତୁ ହୁତୁ ହୋଇ ଜଳି ଉଠିଥିଲା। ନିଆଁକୁ ଆୟତ୍ତ କରି ନ ପାରି ତୁରନ୍ତ ଅତାବିରା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲାବେଳକୁ ମେସିନର ଅଧାରୁ ଅଧିକ ଅଂଶ ପୋଡ଼ି ନଷ୍ଟ ହେଇ ସାରିଥିଲା। ମେସିନରେ ଥିବା ପ୍ରା ୫ କୁଇଣ୍ଟାଲ ଧାନ ମଧ୍ୟ ପୋଡ଼ି ଯାଇ ନଷ୍ଟ ହୋଇଯାଇଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories