www.samajalive.in
Tuesday, December 9, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ ; ଏ କନ୍ୟା ନା ଚଳନ୍ତା ବ୍ୟାଙ୍କ..

ନୂଆଦିଲ୍ଲୀ : ସାରା ଦୁନିଆରେ ବିବାହ ପୂର୍ବରୁ ଓ ପରେ ଅନେକ ରୀତିନୀତି ଓ ନିୟମ ପାଳନ କରାଯାଏ । ଅନେକ ସମୟରେ ବିବାହ ସମୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଆଶ୍ଚର୍ଯ୍ୟ ଚକିତ କରିବା ସହ ଚର୍ଚ୍ଚାର ବିଷୟ ପାଲଟିଥାଏ । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରୁଛି । ଭିଡିଓରେ ଦେଖାଯାଉଛି, କନ୍ୟା ଜଣଙ୍କ  ତ୍ୱଚା ବ୍ୟତୀତ ଶରୀରର ସମସ୍ତ ସ୍ଥାନରେ କେବଳ ଟଙ୍କା ହିଁ ଟଙ୍କା ଖଞ୍ଜା ହୋଇଛି । ଯେପରି ସେ ଜଣେ ଚଳନ୍ତା ବ୍ୟାଙ୍କ ।


ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଛି କିଛି କହିଛନ୍ତି ଏ କେମିତିକା ନିୟମ । ଆହୁରି ମଧ୍ୟ ଲେଖିଛନ୍ତି, ଏହି କନ୍ୟା ଯାହା ଘରକୁ ଯିବେ କରଜରୁ ମୁକ୍ତି ଦେବେ ।

୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଏହି ୫ ରାଶିଙ୍କୁ ଭାଗ୍ୟଶାଳୀ କରିବେ ବୃହସ୍ପତି: ଧନର ବର୍ଷା ସହ ହେବ ବିବାହ..

- Advertisement -

‘ପୁଷ୍ପା ୨ ଦି ରୁଲ୍‌’ ; ଭାଙ୍ଗିଲା ରେକର୍ଡ, ଆଡ୍‌ଭାନ୍ସ ବୁକିଙ୍ଗ୍‌ରେ ଏତିକି କୋଟି କଲା ଆୟ..

ଦୁଃଖଦ; ଚାକିରିର ଥିଲା ପ୍ରଥମ ଦିନ, ଦୁର୍ଘଟଣାରେ ଆଖି ବୁଜିଲେ ଆଇପିଏସ୍‌ ଅଧିକାରୀ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories