www.samajalive.in
Sunday, December 7, 2025
23.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ଇଣ୍ଟରନେଟ୍‌ ସେବା ଉପଲବ୍ଧ ହେବ , ବିଧାନସଭାରେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା..

ପଦ୍ମ ଧରିଲେ ବଡମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି.. ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳୀୟ କାର୍ଯ୍ୟାଳୟରେ ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରାଙ୍କ ନେତୃତ୍ଵରେ ବିଜେପିରେ ହେଲେ ସାମିଲ.. ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ ରଘୁପତି..

- Advertisement -

ନିର୍ମଳା ସୀତାରମଣ, ବିଜୟ ରୂପାନୀ ମହାରାଷ୍ଟ୍ର ପାଇଁ ବିଜେପିର ପର୍ଯ୍ୟବେକ୍ଷକ ନିଯୁକ୍ତ..

ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଚଢା ଦରରେ ଆଳୁ ବିକ୍ରି ଅଭିଯୋଗରେ ଯୋଗାଣ ବିଭାଗର ଚଢାଉ.. ବିଭିନ୍ନ ଆଳୁ ଗୋଦାମ ଓ ବ୍ୟବସାୟୀଙ୍କ ଉପରେ ଚଢ଼ାଉ..

ଶିକ୍ଷକତାରୁ ରାଜନୀତିରେ ପ୍ରବେଶ କଲେ ମୋଟିଭେସନାଲ ସ୍ପିକର ବା ସେଲିବ୍ରିଟି ଶିକ୍ଷକ ଭାବେ ପରିଚିତ ଅଓ୍ବଧ ଓଝା ସାର୍‌..

ତାମିଲନାଡୁରେ ଭୂସ୍ଖଳନ ଯୋଗୁ ୭ ମୃତ.. ବାତ୍ୟା ଫେଙ୍ଗାଲ ପ୍ରଭାବରେ ତିରୁଭାନ୍ନାମାଲାଇରେ ପ୍ରବଳ ବର୍ଷା ଯୋଗୁ ଘଟିଛି ଭୂସ୍ଖଳନ..

୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଏହି ୫ ରାଶିଙ୍କୁ ଭାଗ୍ୟଶାଳୀ କରିବେ ବୃହସ୍ପତି: ଧନର ବର୍ଷା ସହ ହେବ ବିବାହ..

ବଲିଉଡରୁ ଅବସର ଘୋଷଣା କଲେ ଅଭିନେତା ବିକ୍ରାନ୍ତ ମେସୀ, ନିରାଶ ହେଲେ ପ୍ରଶଂସକ.. ଟୁଏଲ୍‌ଭ୍‌ଥ ଫେଲ ଏବଂ ଦି ସାବରମତୀ ରିପୋର୍ଟ ଭଳି ଚଳଚ୍ଚିତ୍ରରେ ଦମଦାର ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଥିଲେ ବିକ୍ରାନ୍ତ..

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories