www.samajalive.in
Monday, December 8, 2025
14.1 C
Bhubaneswar

ଦିଲ୍ଲୀ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ଆପ୍‌

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆମ ଆଦମୀ ପାର୍ଟି(ଆପ୍‌) ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ୧୧ ପ୍ରାର୍ଥୀଙ୍କ ନାମ ରହିଛି। ସେମାନଙ୍କ ମଧ୍ୟରୁ ୬ ଏପରି ପ୍ରାର୍ଥୀ ଅଛନ୍ତି, ଯେଉଁମାନେ ନିକଟରେ କଂଗ୍ରେସ ଓ ବିଜେପି ଛାଡ଼ି ଆପ୍‌ରେ ସାମିଲ ହୋଇଛନ୍ତି। ଏହି ନେତାମାନଙ୍କୁ ଅରବିନ୍ଦ କେଜ୍ରିଓ୍ବାଲ ନିଜେ ଦଳରେ ସାମିଲ କରିଥିଲେ। ୨ ଜଣ ବିଜେପିର ବିଧାୟକ ବି ରହିଥିଲେ।

ଦଳ ଘୋଷଣା କରିଥିବା ୧୧ ପ୍ରାର୍ଥୀ ହେଉଛନ୍ତି ବ୍ରହ୍ମା ସିଂହ ତଂଓର(ଛତରପୁର), ଅନୀଲ ଝା’ (କିରାଡ଼ି), ଦୀପକ ସିଂଘଲା(ବିଶ୍ଵାସ ନଗର), ସରିତା ସିଂହ(ରୋହତାସ ନଗର), ବି.ବି. ତ୍ୟାଗୀ (ଲକ୍ଷ୍ମୀ ନଗର), ରାମ ସିଂହ(ବଦରପୁର), ଜୁବୈର ଚୌଧୁରୀ (ସିଲମପୁର), ବୀର ସିଂହ ଘୀଙ୍ଗାନ (ସୀମାପୁରୀ), ଗୌରବ ଶର୍ମା(ଘୋଣ୍ଡା), ମନୋଜ ତ୍ୟାଗୀ(କରାବଲ ନଗର) ଏବଂ ସୁମେଶ ସୌକୀନ (ମଟିୟାଲା)

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories