www.samajalive.in
Saturday, December 6, 2025
17.1 C
Bhubaneswar

ଦେଖନ୍ତୁ ଭିଡିଓ; ଗୁପ୍‌ଚୁପ୍‌ ତିଆରି ପାଇଁ ଅଟାକୁ ଗୋଡରେ ଚକଟିଲେ..

ନୂଆଦିଲ୍ଲୀ : ପିଲା ଠାରୁ ଆରମ୍ଭ କରି ବୟସ୍କ ସଭିଏଁ ଗୁପ୍‌ଚୁପ୍‌ ଖାଇବାକୁ ବେଶ ପସନ୍ଦ କରନ୍ତି । ମାତ୍ର ଅନେକ ସମୟରେ ଏହାର ପ୍ରସ୍ତୁତି ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ । ତେବେ ଆପଣ ଯଦି ଗୁପ୍‌ଚୁପ୍‌ ଖାଇବାକୁ ପସନ୍ଦ କରନ୍ତି, ତେବେ ନିକଟରେ ଭାଇରାଲ୍‌ ହେଉଥିବା ଏହି ଭିଡିଓ ଉପରେ ଥରେ ନଜର ପକାନ୍ତୁ । ଭିଡିଓରେ ଦେଖିପାରିବେ, ୨ ଜଣ ବ୍ୟକ୍ତି ଗୁପ୍‌ଚୁପ୍‌ ତିଆରି ପାଇଁ ଥିବା ଅଟାକୁ ଗୋଡରେ ଚକଟୁଛନ୍ତି । ଏହି ଭିଡିଓଟି ଝାଡଖଣ୍ଡର ଗରହୱା ମାଝିଆଓଁ ବଜାରର ବୋଲି ଜଣାପଡିଛି । ଗୁପଚୁପ୍‌ ପ୍ରସ୍ତୁତ ପାଇଁ ଥିବା ଅଟାକୁ ଗୋଡରେ ଚକଟିବା ସହ ଏଥିରେ ରାସାୟନିକ ପଦାର୍ଥ ମିଶାଉଛନ୍ତି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଦୀର୍ଘ ୫୦ ବର୍ଷ ପରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୩ ରାଶି ହେବେ ଭାଗ୍ୟଶାଳୀ..

- Advertisement -

ଜାଣନ୍ତୁ.. ଆରମ୍ଭ ହେଲା କାର୍ତ୍ତିକ ମାସ; ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ..

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories