www.samajalive.in
Tuesday, December 9, 2025
15.1 C
Bhubaneswar

ମା ସହ ଯାଉଥିଲା ଶିଶୁ; ଘେରିଗଲେ କୁକୁର, ଏମିତି ଜୀବନ ବଞ୍ଚାଇଲେ ମହିଳା

ସମାଜ ଡିଜିଟାଲ ଡେସ୍କ: ତେଲେଙ୍ଗାନାରୁ ଆସିଛି ହୃଦୟ ବିଦାରକ ଦୃଶ୍ୟ। କରିମନଗରଠାରେ ମା ଓ ଶିଶୁ ଘର ପାଖ ରାସ୍ତାରେ ଯାଉଥିବା ବେଳେ ଘେରି ଯାଇଥିଲେ ବୁଲା କୁକୁର। ଶିଶୁଟିକୁ ୩ରୁ ୪ଟି କୁକୁର କାମୁଡିବାକୁ ଉଦ୍ୟମ କରୁଥିବା ବେଳେ ସାହାସର ସହ ମୁକାବିଲା କରିଥିଲେ ମା। କୁକୁରଙ୍କୁ ଯେତେ ଘଉଡାଇବାକୁ ପ୍ରୟାସ କରିଥିଲେ ମଧ୍ୟ ସେଠାରୁ କୁକୁର କିନ୍ତୁ ଯିବାକୁ ନାରାଜ ଥିଲେ। ଶିଶୁକୁ ଗୋଡାଇ ଗୋଡାଇ କାମୁଡିବାକୁ ଉଦ୍ୟମ କରୁଥିବା ବେଳେ ମା ବାରମ୍ବାର କୁକୁରଙ୍କୁ ଘଉଡାଇଥିଲେ। ପରେ କିଛି ଲୋକମାନେ ସେଠାରେ ପହଞ୍ଚି ବୁଲା କୁକୁରଙ୍କୁ ବାଡେଇବାକୁ ଯିବା ବେଳେ କୁକୁର ସବୁ ପଳାଇଥିଲେ। ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories