www.samajalive.in
Saturday, December 6, 2025
17.1 C
Bhubaneswar

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଓ ଶୁଭ ଖୁଣ୍ଟି ସ୍ଥାପନ

କଲ୍ୟାଣସିଂହପୁର : ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ କୁମ୍ଭାରଗୁଡା ଓ ଅଲଣ୍ଡା ଗ୍ରାମ ମଧ୍ୟ ଭାଗରେ ଥିବା ଚାଞ୍ଚଡାସାହି ସ୍ଥାନରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ସହ ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଛି। ଏହାକୁ ଯଥା ବିଧିବିଧାନ ଅନୁସାରେ ପୁରୋହିତ ବଳଭଦ୍ର ତ୍ରିପାଠୀ ଙ୍କ ଦ୍ୱାରା ସମ୍ପାଦନ ହୋଇଥିଲା। ଏହି ସମୟରେ କମ୍ଭାରଗୁଡା ଗ୍ରାମର ବରିଷ୍ଠ ଭଦ୍ରବକ୍ତି କାକାୟା ହିକକା, ଜନ ଜାଗରଣ ମଞ୍ଚ କଲ୍ୟାସିଂହପୁର ବ୍ଲକ ସଭାପତି ଅଲଣ୍ଡା ଗ୍ରାମର ଦାନୁ କାଡ୍ରାକା, ପ୍ରସାଦ ପେରିସିକା, ହାକାନା କାଡ୍ରାକା, କଳାକାର ତଥା ସମାଜସେବୀ ସନ୍ତୋଷ କୁମାର ବଛା, ଗଙ୍ଗାରାଓ ପ୍ରାସ୍କା, ଗୋବିନ୍ଦ ହିକକା, ଦିଲୁ କାଡ୍ରାକା, ସୁବା ସାରାକା, ନର୍ସି କୁଲିସିକା, କାମେଶ୍ୱର କର୍ଜା, ମାନସ ଗୌଡ଼, ସାଲାପୁ କଞ୍ଜାକା, ପୂର୍ଣ୍ଣ କାଡ୍ରାକା, ଈଶ୍ୱର କାଡ୍ରାକା, ଗୌରୀ କାଡ୍ରାକା, ଚକ୍ରଧର ପ୍ରାସ୍କା, ଘାସି କାଡ୍ରାକା, ଧର୍ମା କାଡ୍ରାକା, ଚନ୍ଦ୍ର ହିକକା ପ୍ରମୁଖ ଉପସ୍ଥିତ ରହିଥିଲେ

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories