www.samajalive.in
Monday, December 15, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ଗୁରୁ ଦିବସ,ଗୁରୁଙ୍କୁ ପୂଜା କରି ଆଶୀର୍ବାଦ ନେଉଛନ୍ତି ଛାତ୍ରଛାତ୍ରୀ..

ବଙ୍ଗୋପସାଗରରେ ଆଜି ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ପ୍ରଭାବରେ ୯ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା..

- Advertisement -

ଆଜି ପାଇଁ ମାଲକାନଗିରି, ବଲାଙ୍ଗୀର ସମେତ ୧୦ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ସତର୍କତା..

ପ୍ୟାରିସ୍ ପାରା ଅଲିମ୍ପିକ୍ସ: ୭ମ ଦିନରେ ଭାରତକୁ ୪ ପଦକ..

୧୦୦ ବର୍ଷ ପରେ ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ..

ସପ୍ତମ ଦିନରେ ୨ଟି ସ୍ଵର୍ଣ୍ଣ, ୨ଟି ରୌପ୍ୟ ସହ ୪ ପଦକ, ୫ଟି ସ୍ଵର୍ଣ୍ଣ, ୯ ରୌପ୍ୟ ଓ ୧୦ କାଂସ୍ୟ ସହ ଭାରତକୁ ୨୪ ପଦକ..

ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଭିଏସଏସ କଲୋନୀରେ ଅଘଟଣ ; ପାଣିରେ ବୁଡ଼ି ୨ ନାବାଳକ ମୃତ..

ଆମେରିକା ଜର୍ଜିଆର ଏକ ହାଇସ୍କୁଲରେ ଗୁଳିମାଡ, ୪ ମୃତ, ମୃତକଙ୍କ ମଧ୍ୟରେ ଦୁଇ ଜଣ ଛାତ୍ର ଓ ଦୁଇ ଜଣ ଶିକ୍ଷକ..

୯ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି, ଅଭିଯୁକ୍ତ ୧୪ ବର୍ଷର ବାଳକ , ସେହି ସ୍କୁଲର ଛାତ୍ର..

ଭିଡିଓରେ ଦେଖନ୍ତୁ ; ଶୋଇବା କକ୍ଷରେ କେମିତି ଲୁଚିଥିଲା ୯ ଫୁଟର ଅହିରାଜ..

ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡ ଅପଡେଟ୍ ଲାଗି ଜନସେବା କେନ୍ଦ୍ର ଓ ପୋଷ୍ଟ ଅଫିସରେ ହିତାଧିକାରୀଙ୍କ ଭିଡ..

ପୂର୍ବଦିନ ରାତିରୁ ଆସି ଡେରା ପକାଇଛନ୍ତି ଲୋକେ , ଫର୍ମ ଦାଖଲର ଶେଷ ତାରିଖ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ..

କଲକାତା ପୀଡିତା ଅଭୟାଙ୍କ ନ୍ୟାୟ ଏବଂ ବର୍ବରକାଣ୍ଡକୁ ଅଭୁତପୂର୍ବ ବିରୋଧ, ସାରା ରାତି ଉଜାଗର ରହି କଲକାତାବାସୀଙ୍କ ବିକ୍ଷୋଭ ଓ ଶୋଭାଯାତ୍ରା..

ସାମିଲ ହେଲେ ପୀଡିତାଙ୍କ ପରିବାର, ବିକ୍ଷୋଭକୁ ସମର୍ଥନ ଜଣାଇ ରାଜଭବନରେ କ୍ୟାଣ୍ଡେଲ ଜାଳିଲେ ରାଜ୍ୟପାଳ..

ଗଞ୍ଜାମ ଆସିକାରେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରୁ ଉଦ୍ଧାର..

ପ୍ରଥମେ ଆସ୍କା ଓ ପରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି, ରାଜନୈତିକ ଆକ୍ରୋଶରୁ ହତ୍ୟା ପାଇଁ ଉଦ୍ୟମ ଅଭିଯୋଗ, ଘଟଣାର ତଦନ୍ତ କରୁଛି ପୁଲିସ୍..

ଭିଡିଓରେ ଦେଖନ୍ତୁ ; ଶୋଇବା କକ୍ଷରେ କେମିତି ଲୁଚିଥିଲା ୯ ଫୁଟର ଅହିରାଜ..

ଦୁଇ ଦିନିଆ ବ୍ରୁନେଇ ଗସ୍ତ ସାରି ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଆଜି ସିଙ୍ଗାପୁର ପ୍ରତିପକ୍ଷଙ୍କ ସହ ହେବ ଆଲୋଚନା, ଦ୍ଵିପାକ୍ଷିକ ସମ୍ପର୍କ ମଜବୁତ୍ କରିବା ଉପରେ ଗୁରୁତ୍ଵ..

କଣ୍ଠ ଶିଳ୍ପୀ ଲିଟିଲ କରଙ୍କ କ୍ୟାପିଟାଲ ହସ୍ପିଟାଲରେ ପରଲୋକ..

ନାଳରୁ ଊର୍ଦ୍ଧ୍ବାର ହେଲା ନିଖୋଜ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ..

ମୃତ ଛାତ୍ର ଧର୍ମଶାଳା ଥାନା ଅଭୟପୁର ଗ୍ରାମର ରୁଦ୍ର ପ୍ରସାଦ ବେହେରା..

ବାରମ୍ବାର ବିଦ୍ୟୁତ୍ କାଟ୍ ବିରୋଧରେ ତାତିଲେ ଲୋକେ..

ସମସ୍ୟା ସମାଧାନ ପାଇଁ ଆଜି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ବଣିକ ସଂଘ..

ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ସବୁଠୁ ଆଗରେ , ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉତ୍ତର, ଗତ ୫ ବର୍ଷରେ ଓଡ଼ିଶାରେ ବଜ୍ରପାତରେ ୧୧୦୩ ଜଣଙ୍କ ମୃତ୍ୟୁ’..

ପୁଲିସ- ନକ୍ସଲ ଗୁଳି ବିନିମୟ: ୬ ନକ୍ସଲ ନିହତ; ୨ ଯବାନ ଆହତ..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories