www.samajalive.in
Saturday, December 6, 2025
26.1 C
Bhubaneswar

ଭିଡିଓରେ ଦେଖନ୍ତୁ ; ଶୋଇବା କକ୍ଷରେ କେମିତି ଲୁଚିଥିଲା ୯ ଫୁଟର ଅହିରାଜ..

ବେଙ୍ଗାଲୁରୁ : କର୍ଣ୍ଣାଟକରେ ସାପର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଭୟଭୀତ ହୋଇଯିବେ । ଏଠାରେ ଜଣକ ଶୋଇବା କକ୍ଷରେ ଏକ ଅହିରାଜ ଏପରି ସ୍ଥାନରେ ଲୁଚି ଥିଲା, ଯାହାକୁ ଦେଖି କାବା ହୋଇଯିବେ । ୯ ଫୁଟ୍‌ ଲମ୍ବ ବିଶିଷ୍ଟ ଏହି ଅହିରାଜ ସାପ ଶୋଇବା କକ୍ଷରେ ଉଚ୍ଚ ଥାକରେ ଥିବା ଏକ କାଠ ବାକ୍ସ ମଧ୍ୟରେ ଲୁଚି ରହିଥିଲା । ପରିବାର ଲୋକେ ସାପକୁ ଦେଖିବା ମାତ୍ରେ ତୁରନ୍ତ ସାପ ଧରାଳି ସହ ଯୋଗାଯୋଗ କରିଥିଲେ । ଏହାପରେ ଏକ ଟିମ୍‌ ସାପ ଧରିବାକୁ ସେଠାରେ ପହଞ୍ଚିଥିଲେ ।


ଭିଡିଓର ଆରମ୍ଭରେ ଦେଖିପାରିବେ, ସାପ ଧରାଳୀ ଦଳ ଖୁବ୍‌ ସତର୍କତାର ସହ ଘର ଭିତରକୁ ପ୍ରବେଶ କରିବା ସହ ଖଟରେ ପାଦ ଦେଇ ସାପକୁ ବାକ୍ସ ଭିତରୁ ବାହାର କରି ଥିଲେ । ସାବଧାନତାର ସହ ଏକ କଳା ବ୍ୟାଗ୍‌ ମଧ୍ୟରେ ରଖିଥିଲେ । ସାପକୁ ଧରିବା ପରେ ଜଙ୍ଗଲରେ ସୁରକ୍ଷିତ ସ୍ଥାନରେ ଛାଡି ଦିଆଯାଇଥିଲା । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

୧୦୦ ବର୍ଷ ପରେ ଏଥର ଗଣେଶ ପୂଜାରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ..

- Advertisement -

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories