ଭିଡିଓରେ ଦେଖନ୍ତୁ ; ଶୋଇବା କକ୍ଷରେ କେମିତି ଲୁଚିଥିଲା ୯ ଫୁଟର ଅହିରାଜ..

ବେଙ୍ଗାଲୁରୁ : କର୍ଣ୍ଣାଟକରେ ସାପର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଭୟଭୀତ ହୋଇଯିବେ । ଏଠାରେ ଜଣକ ଶୋଇବା କକ୍ଷରେ ଏକ ଅହିରାଜ ଏପରି ସ୍ଥାନରେ ଲୁଚି ଥିଲା, ଯାହାକୁ ଦେଖି କାବା ହୋଇଯିବେ । ୯ ଫୁଟ୍‌ ଲମ୍ବ ବିଶିଷ୍ଟ ଏହି ଅହିରାଜ ସାପ ଶୋଇବା କକ୍ଷରେ ଉଚ୍ଚ ଥାକରେ ଥିବା ଏକ କାଠ ବାକ୍ସ ମଧ୍ୟରେ ଲୁଚି ରହିଥିଲା । ପରିବାର ଲୋକେ ସାପକୁ ଦେଖିବା ମାତ୍ରେ ତୁରନ୍ତ ସାପ … Continue reading ଭିଡିଓରେ ଦେଖନ୍ତୁ ; ଶୋଇବା କକ୍ଷରେ କେମିତି ଲୁଚିଥିଲା ୯ ଫୁଟର ଅହିରାଜ..