www.samajalive.in
Monday, December 15, 2025
24.1 C
Bhubaneswar

ଶାହରୁଖ ଖାନଙ୍କ ମନ୍ନତ ପାଖରେ ବଙ୍ଗଳା କିଣିଲେ ଏହି ହିରୋଇନ୍

ମୁମ୍ବାଇ : ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ ଖାନଙ୍କ ଘର ‘ମନ୍ନତ’ ସାମ୍ନାରେ ସବୁବେଳେ ଭିଡ ଲାଗିଥାଏ । ଅନେକ ସମୟରେ ଶାହରୁଖ ବଙ୍ଗଳା ବାହାରକୁ ଆସି ଫ୍ୟାନ୍ସଙ୍କୁ ଦେଖାଦେଇଥାନ୍ତି । କିଙ୍ଗ ଖାନ୍ ଏହି ବଙ୍ଗଳାକୁ ୨୦୦୧ରେ ୧୩ କୋଟି ଟଙ୍କାରେ କିଣିଥିଲେ ।

- Advertisement -

ଏବେ ଦୀପିକା ପାଦୁକୋନ ଓ ରଣବୀର ସିଂହ ଶାହରୁଖଙ୍କ ମନ୍ନତ ପାଖରେ ଏକ ବଙ୍ଗଳା କିଣିଛନ୍ତି । ଏହାର ଦାମ୍ ୧୦୦ କୋଟି ଟଙ୍କା ବୋଲି କୁହାଯାଉଛି । ଦୀପିକା ଓ ରଣବୀର ଖୁବ ଶୀଘ୍ର ମାତା-ପିତା ହେବାକୁ ଯାଉଛନ୍ତି । କହିରଖୁଛୁ ୨ ବର୍ଷ ପୂର୍ବରୁ ଦମ୍ପତ୍ତି ୨୨ କୋଟି ଟଙ୍କା ମୂଲ୍ୟର ଆଉ ଏକ ବଙ୍ଗଳା କିଣିଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories